www.samajalive.in
Monday, December 8, 2025
24.1 C
Bhubaneswar

ଡେରି ରାତି ଯାଏଁ ନିଦ ହେଉ ନାହିଁ କି? ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

ରାତିରେ ଉତ୍ତମ ନିଦ ନହେବା ଅନେକ ଲୋକଙ୍କ ସମସ୍ୟା ହୋଇଯାଇଛି । ଏମିତିକି ଶୋଇବା ସମୟରେ ଅଜବ ଧରଣର ସ୍ବପ୍ନ ଆସିଥାଏ । ଦିନ ସାରା ଚିଡଚିଡା ଲାଗିଥାଏ, ଯାହା ଦ୍ବାରା କୌଣସି କାର୍ଯ୍ୟ ମଧ୍ୟ ଠିକ୍‌ ଭାବରେ ହୋଇନଥାଏ ।  ପୁରା ଦିନ ନଷ୍ଟ ହୋଇଯାଇଥାଏ । ଏଥିପାଇଁ କିଛି ବାସ୍ତୁ ଟିପ୍ସ ଆପଣାନ୍ତୁ ଯାହା ଦ୍ବାରା ଏହି ସମସ୍ୟା ଦୂର ହୋଇ ପାରିବ ।

ଧ୍ୟାନ ରଖନ୍ତୁ ଯେ, ଶୟନ କକ୍ଷରେ ଯେପରି କୌଣସି ଜଳ ସ୍ରୋତ ନ ରୁହେ । ଏହା ଦ୍ବାରା ନକାରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ପାଇଥାଏ ।

- Advertisement -

କିଛି ଲୋକ ଶୟନ କକ୍ଷରେ ବୈଦ୍ୟୁତିକ ଜିନିଷ ଯଥା ଟିଭି ଓ କମ୍ପ୍ୟୁଟର ରଖିଥାଆନ୍ତି । ଏହାକୁ ବାସ୍ତୁଦୋଷ ବୋଲି କୁହାଯାଏ । ଭୁଲରେ ବି ଏହି ଜିନିଷକୁ ଶୟନ କକ୍ଷରେ ରଖନ୍ତୁ ନାହିଁ ।

ଶୟନ କକ୍ଷରେ ଖଟ କେଉଁ ଦିଗରେ ପକାଉଛନ୍ତି ସେପ୍ରତି ଦୃଷ୍ଟି ଦିଅନ୍ତୁ । ଯଦି ଖଟ ଭୁଲ୍‌ ଦିଗରେ ପଡିଥାଏ, ଏହାର ଖରାପ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିପାରେ ।

ଶୟନ କକ୍ଷରେ ପାଣି, ଝରଣା ଏବଂ କୌଣସି ପର୍ବତର ଫଟୋ ଚିତ୍ର ରଖନ୍ତୁ ନାହିଁ । ଏହା ଦ୍ବାରା ଆପଣଙ୍କ ସମସ୍ୟା ବଢିପାରେ ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories