www.samajalive.in
Monday, December 8, 2025
24.1 C
Bhubaneswar

ଛାତ୍ରୀଙ୍କ ଓଢଣୀ ଟାଣି ଶିକ୍ଷକ ନିଲମ୍ବିତ

ନୀଳଗିରି : ବାଲେଶ୍ବର ଜିଲା ନୀଳଗିରି  ପଣ୍ଡୁଆ ୟୁଜିଏମଇ ସ୍କୁଲରେ ଜଣେ ଛତ୍ରୀଙ୍କୁ ଆଘାତ ଦେଇଥିବା ଅଭିଯୋଗରେ ସମ୍ପୃକ୍ତ ଶିକ୍ଷକକୁ ଶନିବାର ନିଲମ୍ବିତ କରାଯାଇଛି। ସମ୍ପୃକ୍ତ ଶିକ୍ଷକ ଜଣଙ୍କ ହେଲେ ପଣ୍ଡୁଆ ୟୁଜିଏମଇ ସ୍କୁଲର ସୁଦାମ ଚରଣ ସେଠୀ।

ସୂଚନା ଅନୁଯାୟୀ, ପଣ୍ଡୁଆ ୟୁଜିଏମଇ ସ୍କୁଲରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସୁଦାମ ଚରଣ ତଣ୍ଟିକୁ ଓଢଣୀରେ ଟାଣି ଦେଇଥିଲେ। ତେବେ ଏନେଇ ଛାତ୍ରୀଙ୍କ ବାପା ଗତ ୩୦ ତାରିଖରେ ଔପଦା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗପରେ ନୀଳଗିରି ବିଇଓ ବିଜୟ ଗିରି ସମ୍ପୃକ୍ତ ଶିକ୍ଷକ ସୁଦାମ ଚରଣ ସେଠୀଙ୍କୁ ନିଲମ୍ବିତ କରିଛିନ୍ତି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories