ଆସନ୍ତା ୧୭ରୁ ମହିଳା ସୁରକ୍ଷା ଯାତ୍ରା ଆରମ୍ଭ

0

ଭୁବନେଶ୍ୱର: ମହିଳାଙ୍କ ସୁରକ୍ଷା ପାଇଁ ବିଜେପି ପକ୍ଷରୁ ମହିଳା ସୁରକ୍ଷା ଯାତ୍ରା ଆରମ୍ଭ ହେବକୁ ଯାଉଛି । ଆସନ୍ତା ୧୭ ତାରିଖରୁ ଏହି ଆରମ୍ଭ ହୋଇ ୨୯ ତାରିଖ ପର୍ୟ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ଏନେଇ ଏକ ସମ୍ବାଦିକ ସମ୍ମିଳନୀରେ ବିଜେପି ମହିଳାମୋଚ୍ର୍ଛା ପକ୍ଷରୁ ସୂଚନା ଦିଆଯାଇଛି । ସମ୍ବାଦିକ ସମ୍ମିଳନୀରେ ପ୍ରଭାତି ପରିଡ଼ା, ଅଭିନେତ୍ରୀ ମହେଶ୍ବତା ମହାନ୍ତି, ପିଙ୍କି ପ୍ରଧାନ, ସୁରମା ପାଢ଼ୀ, ରାଧାରାଣୀ ପଣ୍ଡା ଓ ଲେଖାଶ୍ରୀ ସାମନ୍ତସିଂହାର ଉପସ୍ଥିତ ଥିଲେ ।

Leave A Reply