www.samajalive.in
Wednesday, December 10, 2025
18.1 C
Bhubaneswar

ଅ​‌ଯୋଧ୍ୟା ମାମଲା : ଅକ୍ଟୋବର ୧୮​‌ ମଧ୍ୟରେ ସମସ୍ତ ପକ୍ଷଙ୍କ ଯୁକ୍ତି ଉପସ୍ଥାପନ କରିବାକୁ ସୁପ୍ରିମକୋର୍ଟଙ୍କ ଆଦେଶ

ନୂଆଦିଲ୍ଲୀ : ଅକ୍ଟୋବର ୧୮​‌ ମଧ୍ୟରେ ଅ​‌ଯୋଧ୍ୟା ମାମଲା ସଂପର୍କ​‌ରେ ସମସ୍ତ ପକ୍ଷଙ୍କ ଯୁକ୍ତି ଯେକୌଣସି ପ୍ରକାରରେ ଶେଷ କରିବାକୁ ସୁପ୍ରିମକୋର୍ଟ ଅନ୍ତିମ ତାରିଖ ଧାର୍ଯ୍ୟ କରିଛନ୍ତି । ସମସ୍ତ ପକ୍ଷ ଏହି ସମୟ ମଧ୍ୟରେ ନିଜର ସମସ୍ତ ଦସ୍ତାବେଜ ଅଦାଲତରେ ଦାଖଲ କରିବାକୁ କହିଛନ୍ତି। ପ୍ରଧାନବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି କରାଯାଉଛି। ଗୁରୁବାର ମାମଲାର ଶୁଣରଣି ଆରମ୍ଭ ହେବା କ୍ଷଣି ପ୍ରଧାନବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କହିଥିଲେ ଅକ୍ଟୋବର ୧୮​‌ ମଧ୍ୟରେ ସମସ୍ତ ଜବାବ ସୁଆଲ ଶେଷ ହେବ। କାରଣ ଚୁଡାନ୍ତ ରାୟ ଲେଖିବା ପାଇଁ ୪ ସପ୍ତାହ ସମୟ ଆବଶ୍ୟକ । ପ୍ରଧାନବିଚାରପତି ଜଷ୍ଟିସ ଗୋଗୋଇ କହିଛନ୍ତି ଯେ ଯଦି ଆମେ ୪ ସପ୍ତାହ ମଧ୍ୟରେ ରାୟ ଶୁଣାଇ ପାରିବୁ ତାହା ଚମତ୍କାର ହେବ।

ସୂଚନାଯୋଗ୍ୟ ନଭେମ୍ବର ୧୭ ତାରିଖରେ ଜଷ୍ଟିସ ଗୋଗୋଇ ଅବସର ଗ୍ରହଣ କରୁଛନ୍ତି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories