www.samajalive.in
Wednesday, December 10, 2025
16.1 C
Bhubaneswar

ଆଇଏମ୍‍ଏଫ୍‍ର ନୂଆ ମୁଖ୍ୟ ହେଲେ କ୍ରିଷ୍ଟାଲିନା ଗୋରଗିଭା

ୱାଶିଂଟନ : ବୁଲଗେରିଆର କ୍ରିଷ୍ଟାଲିନା ଗୋରଗିଭାଙ୍କୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଆଇଏମ୍‍ଏଫ୍‍ର ନୂଆ ମୁଖ୍ୟ ଭାବେ ଚୟନ କରାଯାଇଛି। ୬୬ ବର୍ଷ ବୟସ୍କା ଅର୍ଥନୀତିଜ୍ଞ ଶ୍ରୀମତୀ କ୍ରିଷ୍ଟାଲିନାଙ୍କୁ ଖ୍ରୀଷ୍ଟାଇଲ୍‍ ଲର୍ଗାଡେଙ୍କ ସ୍ଥାନରେ ଅକ୍ଟୋବର ପହିଲାରୁ ପାଞ୍ଚ ବର୍ଷ ପାଇଁ ଦାୟିତ୍ୱ ଦିଆଯାଇଛି।

୨୦୧୭ ଜାନୁଆରୀ ମାସରୁ ସେ ବିଶ୍ୱ ବ୍ୟାଙ୍କ୍‍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ। ସେହିପରି ବିଶ୍ୱ ବ୍ୟାଙ୍କ ଗୋଷ୍ଠୀ ପାଇଁ ସେ ମଧ୍ୟବର୍ତ୍ତୀକାଳୀନ ସଭାପତି ଭାବେ ଗତ ଫେବୃୟାରୀ ମାସରୁ ଏପ୍ରିଲ୍‍ ୮ତାରିଖ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories