www.samajalive.in
Wednesday, December 10, 2025
26.1 C
Bhubaneswar

ସଫଳତା ପ୍ରାପ୍ତି ପାଇଁ ସରଳ ବାସ୍ତୁ ଉପାୟ

କର୍ମକ୍ଷେତ୍ର ତଥା ଜୀବନରେ ସଫଳତା ପ୍ରାପ୍ତି ପାଇଁ ବାସ୍ତୁ ଶାସ୍ତ୍ରରେ କିଛି ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ ଏ ବିଷୟରେ ….
କର୍ମକ୍ଷେତ୍ରରେ ଓ ଘରେ ନିଜ ଆଖପାଖରେ ସର୍ବଦା ସକରାତ୍ମକ ବାତାବରଣ ରଖନ୍ତୁ।
ଘରକୁ ଓ କର୍ମକ୍ଷେତ୍ରକୁ ସର୍ବଦା ସ୍ୱଚ୍ଛ ରଖନ୍ତୁ। କର୍ମକ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଧୂପ ପ୍ରଜ୍ୱଳନ କରି ଭଗବାନଙ୍କୁ ସ୍ମରଣ କରନ୍ତୁ।
ଟଙ୍କାପଇସା ସମ୍ବନ୍ଧିତ କାର୍ଯ୍ୟ କରିବା ପୂର୍ବରୁ ମା’ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ।
ନିଜ ଗୃହରେ ହସୁଥିବା ପିଲାଙ୍କ, ସୁନ୍ଦର ବଗିଚାର ଫୁଲ, ବସନ୍ତ ଋତୁ ଆଦିର ଚିତ୍ର ଲଗାନ୍ତୁ।
ଏହାସହ ବାସ୍ତୁ ଶାସ୍ତ୍ରରେ କେତେକ ବସ୍ତୁକୁ ଉପହାରରେ ଦେବା ଶୁଭ ବୋଲି କୁହାଯାଏ। ଯେପରି ମାଟି କିମ୍ବା ଅନ୍ୟ ପଦାର୍ଥରେ ପ୍ରସ୍ତୁତ ହାତୀ କିମ୍ବା ଯୋଡ଼ା ହାତୀ ଉପହାର ଦିଅନ୍ତୁ।
ସକାଳେ କିଛି ସମୟ ସୂର୍ଯ୍ୟ କିରଣରେ ନିଶ୍ଚୟ ରୁହନ୍ତୁ। ଏପରି କରିବା ଦ୍ୱାରା ମନରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ। ସ୍ୱସ୍ତିକ, କଳସ, ଓଁ ଆଦିର ଚିତ୍ର ଲଗାଇଲେ ଗୃହରେ ସକରାତ୍ମକ ବାତାବରଣ ସର୍ବଦା ରହିଥାଏ।
ନିୟମିତ ପକ୍ଷୀଙ୍କୁ ଦାନା ଖୁଆନ୍ତୁ।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories