www.samajalive.in
Wednesday, December 10, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ନୂଆଖାଇ ପାଇଁ ସରକାରୀ ଓ ଅନୁଦାନପ୍ରାପ୍ତ ସହ ବେସରକାରୀ ସ୍କୁଲ ଛୁଟି.. ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା..

ସୁଭଦ୍ରା କଲ୍‌ ସେଣ୍ଟର ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା.. ଏହି ଅବସରରେ ବଡ଼ ଘୋଷଣା କରିଛନ୍ତି ପ୍ରଭାତୀ ପରିଡ଼ା.. ୧୭ ତାରିଖ ପରେ ପଞ୍ଜିକରଣ କଲେ ମଧ୍ୟ ହିତାଧିକାରୀମାନେ ଟଙ୍କା ପାଇପାରିବେ..

- Advertisement -

ପ୍ୟାରିସ୍‌ ପାରାଲିମ୍ପିକ୍ସ.. ସଟ୍‌ ପୁଟ୍‌ରେ ସଚିନ୍‌ ସରଜେରାଓ ଜିତିଲେ ରୌପ୍ୟ, ଭାରତର ପଦକ ସଂଖ୍ୟା ୨୧କୁ ବୃଦ୍ଧି..

ଅନୁଗୁଳ ଜିଲା କୁକୁରପେଟା ଗାଁରେ ଅଜଣା ରୋଗ ଆତଙ୍କ.. କିଛି ଦିନ ଭିତରେ ଗାଁର ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା..

ନାଗାଲାଣ୍ଡରେ ପ୍ରବଳ ବର୍ଷା ଓ ଭୂସ୍ଖଳନରେ ବ୍ୟାପକ କ୍ଷୟକ୍ଷତି.. ଜଣେ ମୃତ, ଅନେକ ନିଖୋଜ..

ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ.. ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସୂଚନା.. ନୂଆ ରାସନକାର୍ଡ ପାଇଁ ଏବେ ସୁଦ୍ଧା ୯ଲକ୍ଷ ଆବେଦନ କରିଛନ୍ତି..

ବାହାର ରତ୍ନଭଣ୍ଡାର ହେବ ଅଧିକ ସୁରକ୍ଷିତ.. ସୁରକ୍ଷା ମାନଦଣ୍ଡ ବୃଦ୍ଧି ପାଇଁ ଗୋଡ୍ରେଜ ସିକ୍ୟୁରିଟିଜ୍ ସହ ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା.. ନିରାପତ୍ତା ଲାଗି ବାୟୋମେଟ୍ରିକ ସହିତ ଡିଜିଟାଲାଇଜେସନ ଉପରେ ଗୁରୁତ୍ଵାରୋପ..

୧୭ରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି.. ଆଜିଠୁ ଆବେଦନକାରୀଙ୍କଠାରୁ ଫର୍ମ ସଂଗ୍ରହ କାର୍ଯ୍ୟ ଆରମ୍ଭ..

ପୁରୀ ଜିଲ୍ଲାର ବାର୍ଡ଼ ଫ୍ଲୁ ପ୍ରଭାବିତ ଅଞ୍ଚଳ ଗସ୍ତ କଲେ ୧୦ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ.. ଜିଲ୍ଲାର ୪ଟି ପ୍ରଭାବିତ ଅଞ୍ଚଳରେ ପ୍ରାୟ ୪୯ ହଜାରରୁ ଅଧିକ କୁକୁଡ଼ା ମରାଯାଇଥିବା ସୂଚନା..

ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ତଥା ସିନେ ପ୍ରଡକ୍ସନ ଡିଜାଇନର ହରି ବିଶ୍ଵାଳଙ୍କ ପରଲୋକ.. ‘ଅସ୍ତରାଗ’ ଚଳଚ୍ଚିତ୍ରର ସେ ଥିଲେ ପ୍ରଯୋଜକ, ବହୁ ଓଡ଼ିଆ ସିନେମାର ପ୍ରଡକ୍ସନ କଂଟ୍ରୋଲର ଭାବେ କାମ କରିଥିଲେ ହରି ବିଶ୍ଵାଳ..

ବିଧାନସଭାରେ ପ୍ରଶ୍ନକାଳରେ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକଙ୍କ ପେନ୍‌ସନ ବୃଦ୍ଧି ଦାବି..

ପୁରୀ ସମୁଦ୍ରରେ ବୁଡି ବଙ୍ଗୀୟ ପର୍ଯ୍ୟଟକ ମୃତ..

ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସରେ ଛାତ୍ରୀଙ୍କ ଆତ୍ମହତ୍ୟା.. ମୃତ ଛାତ୍ରୀ କ୍ରିତିକା ରାଜ.. ବି.ଟେକ ଦ୍ୱିତୀୟ ବର୍ଷରେ ପଢୁଥିଲେ.. କିଛି ଦିନ ହେବ ମାନସିକ ଚାପରେ ଥିଲେ ଛାତ୍ରୀ.. ଆତ୍ମହତ୍ୟାର କାରଣ ଅସ୍ପଷ୍ଟ..

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories