ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କୁ ଇଡି ନୋଟିସ୍..
ପାକିସ୍ତାନରେ ସାଧାରଣ ନିର୍ବାଚନ.. ୧୨ କୋଟି ଟପିଲା ଭୋଟର ସଂଖ୍ୟା..
ରାଉରକେଲା ଝାଡ଼ାବାନ୍ତି ମୃତ୍ୟୁ ପଛରେ ହଇଜା ଜୀବାଣୁ.. ସାମ୍ପଲ ରିପୋର୍ଟରୁ ହଇଜା ଜୀବାଣୁ ଚିହ୍ନଟ ହୋଇଥିବା ସୂଚନା ଦେଲେ ଆରଜିଏଚ ଅଧୀକ୍ଷକ..
ଆଇପିଏଲ ନିଲାମୀରେ ରେକର୍ଡ଼.. ୨୪ କୋଟି ୭୫ ଲକ୍ଷ ଟଙ୍କାରେ ବିକ୍ରି ହେଲେ ମିଚେଲ ଷ୍ଟାର୍କ..
ମାହାଙ୍ଗା ଡବଲ ମର୍ଡର ଘଟଣା.. ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧି..
କେନ୍ଦୁଝର : ଯୋଡିଆ ଘାଟିରୁ କୋଟିଏ ଟଙ୍କାର ନିଶା ସାମଗ୍ରୀ ସହ ଜଣେ ଗିରଫ..
ବୁଧବାର ମାର୍ଗଶୀର-ଶୁକ୍ଳ ଅଷ୍ଟମୀ ତିଥିରେ ବନକଲାଗି.. କାଳିଆ ଦର୍ଶନ ୪ ଘଣ୍ଟା ବନ୍ଦ..
ସଂସଦରେ ସୁରକ୍ଷା ଭଙ୍ଗ ମାମଲା.. ଏଯାଏଁ ୧୪୧ ସାଂସଦ ନିଲମ୍ବିତ..
ଚୀନରେ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୧୧୮କୁ ବୃଦ୍ଧି..
ଶୀତରେ ଥରୁଛି ସାରା ଓଡିଶା.. ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ..



