www.samajalive.in
Friday, December 12, 2025
19.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଦିଲ୍ଲୀ ଉପମୁଖମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମନୀଷ ସିସୋସିଆ.. ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ନିଜ ପଦରୁ ଦେଲେ ଇସ୍ତଫା.. ଉଭୟଙ୍କ ଇସ୍ତଫାପତ୍ର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ..

ବାଲେଶ୍ବର ପୂର୍ତ୍ତ ଡିଭିଜନ-୨ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ.. ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ ସେନାପତି ଭିଜିଲାନ୍ସ ଦ୍ବାରା ଗିରଫ..

- Advertisement -

କୌଣସି ଝିଅର ହାତ ଧରି ପ୍ରେମ ନିବେଦନ କରିବା ଅସଦାଚରଣ ନୁହେଁ.. ୨୦୨୨ର ଏକ ମାମଲାରେ ଜଣେ ଅଭିଯୁକ୍ତକୁ ଜାମିନ ପ୍ରଦାନ କରି ଏଭଳି କହିଛନ୍ତି ବମ୍ବେ ହାଇକୋର୍ଟ..

ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଇଚ୍ଛାପୁର ଗାଁରେ ଅଘଟଣ.. ବାଣ କାରଖାନାରେ ବିସ୍ଫୋରଣ ଘଟି ୨ମୃତ..୨ ଗୁରୁତର..

ୱାନଖେଡ଼େ ଷ୍ଟାଡିୟମରେ ସ୍ଥାପନ ହେବ ସଚିନଙ୍କ ପ୍ରତିମୂର୍ତ୍ତି.. ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ.. ସଚିନଙ୍କ ଅବସରର ୧୦ବର୍ଷ ପରେ ତାଙ୍କୁ ଏହି ବିଶେଷ ସମ୍ମାନ ମିଳୁଛି..

କଟକରୁ ପୁଣି ନକଲି ଔଷଧ ଜବତ.. ଜଣେ ଅଟକ.. ଟାଉନ ହଲ୍‌‌ ସ୍ଥିତ ଡିଷ୍ଟ୍ରିବ୍ୟୁଟର ପାଖରୁ ଜବତ.. ଡ୍ରଗ୍ସ କଣ୍ଟ୍ରୋଲ ଓ ପୁରୀଘାଟ ପୁଲିସ ପକ୍ଷରୁ ମିଳିତ ଚଢାଉ..

ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ.. ଜଣେ ଆତଙ୍କୀ ନିହତ, ୨ ଯବାନ ଆହତ .. କାଶ୍ମୀର ଘାଟିର ଅବନ୍ତିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ..

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ବିଜେପି ଯୁବମୋର୍ଚ୍ଚାର ବିଶାଳ ରାଲି.. ଭୁବନେଶ୍ୱର ଲୋୟର ପିଏମଜିରେ ଯୁବ ମୋର୍ଚ୍ଚାର ରାଲି..

+୨ ପରୀକ୍ଷା ପରିଚାଳନାରେ ଭାଗ ନେବେ ୬୬୨ ବର୍ଗ ଅଧ୍ୟାପକ.. ସର୍ତ୍ତମୂଳକ ଭାବେ ପରୀକ୍ଷା ପରିଚାଳନାରେ ଭାଗ ନେବାକୁ ନିଷ୍ପତ୍ତି.. ଆନ୍ଦୋଳନ ଚାଲୁ ରଖିବା ସହ ପରୀକ୍ଷା ପରିଚାଳନାରେ ମଧ୍ୟ ଭାଗ ନେବେ..

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories