www.samajalive.in
Monday, December 8, 2025
13.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

-ଅନୁଭବ-ବର୍ଷା ବିବାଦ ମାମଲା: ପୁଣି ପୁରୀଘାଟ ଥାନାର ଦ୍ୱାରସ୍ଥ ହେଲେ ସାଂସଦ ଅନୁଭବ ମହାନ୍ତି, ଘରେ ଅଜଣା ଲୋକ ପଶୁଥିବା ନେଇ ଥାନାରେ ଅଭିଯୋଗ

-ଆସନ୍ତା ୧୧ତାରିଖ ପୂର୍ବାହ୍ନ ୧୧ଟାରେ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ। ଚଳିତ ବର୍ଷ ପ୍ରଥମ ବନ୍ୟାଜଳ ନିଷ୍କାସନ ନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷଙ୍କ ସୂଚନା

- Advertisement -

-ଜଳଶକ୍ତି ଓ ଆଦିବାସୀ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିଶ୍ୱେଶ୍ୱର ଟୁଡୁ

ପାକିସ୍ତାନରେ ଦିଲୀପ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି: ପୈତୃକ ଘରେ ନମାଜ ପଢିଲେ ପ୍ରଶଂସକ, ଭିଡିଓ ଭାଇରାଲ

–ବଡ଼ ସାଇବର ଠକେଇର ପର୍ଦ୍ଦାଫାଶ କଲା କମିଶନରେଟ ପୁଲିସ। ଜଗତପୁର ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ଠକେଇ ହୋଇଥିଲା।

–ଠକେଇ ହୋଇଥିବା ୩୯ଲକ୍ଷରୁ ୨୫ଲକ୍ଷ ଫେରିବାରେ ସଫଳ। ଘଟଣା ସମ୍ପର୍କରେ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା।

–ରାଜ୍ୟ ଘରୋଇ ବସ ମାଲିକ ସଂଘ ବୈଠକରେ ନିଷ୍ପତ୍ତି। ବସ ମାଲିକ ସଂଘର ଦାବି ପୂରଣ ନ ହେଲେ ବନ୍ଦ ରହିବ ବସସେବା।

–ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ଟିକସ ଛାଡ଼ କରିବାକୁ ଦାବି। ବସ ଚଳନକ୍ଷମ ପାଇଁ ବାର୍ଷିକ ୧ଲକ୍ଷର ସୁଧମୁକ୍ତ ଋଣ ଦାବି। କର୍ମଚାରୀଙ୍କୁ ୫ହଜାର ସହାୟତା ସମେତ ମାସକର ରାସନ ଦାବି।

–ଟିକା ପାଇଁ ଗର୍ଭବତୀଙ୍କ ଲାଗି ସ୍ବତନ୍ତ୍ର ପ୍ରତିକ୍ଷାଳୟ ରଖାଯିବ। ଗର୍ଭବତୀ ଟିକା ନେଲେ କ୍ଷତି ହେବ ନାହିଁ-ପରିବାର କଲ୍ୟାଣ ନିର୍ଦେଶକଙ୍କ ସୂଚନା

–ରଥଯାତ୍ରା ସମୟରେ ଜରୁରୀ ସେବା ପାଇଁ ଗ୍ରୀନ ଜୋନ, ଗୁଣ୍ଡିଚା ମନ୍ଦିର ଚାରିପାଖରେ କଡ଼ା ସୁରକ୍ଷା-ଏସପି

–ରାଜ୍ୟରେ ଅଣ-ସ୍ନାତ୍ତକ ଛାତ୍ରଛାତ୍ରୀଙ୍କ ପାଇଁ କଳା, ବିଜ୍ଞାନ, ବାଣିଜ୍ୟର ୧୧ଟି ବିଷୟରେ ଆରମ୍ଭ ହେବ ଇ-ଶିକ୍ଷାଦାନ ବ୍ୟବସ୍ଥା, https://vtputkal.odisha.gov.inରେ ପଢ଼ିପାରିବେ ଛାତ୍ରଛାତ୍ରୀ

–ରାଜ୍ୟରେ ଆଜି ୨,୫୪୨ କରୋନା ସଂକ୍ରମିତ ଚିହ୍ନଟ, ୫୭ ମୃତ

–ଜାମ୍ମୁ କାଶ୍ମୀର ପୁଲଓ୍ୱାମାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ୫ ଆତଙ୍କବାଦୀ ନିହତ

–ଲୋକମାନେ କୋହଳର ସୁଯୋଗ ନେଇ ସଂକ୍ରମଣର ସୁଯୋଗ ବଢ଼ାଉଛନ୍ତି, ଲୋକମାନେ ସଚେତନ ନହେଲେ ପୁଣି ଥରେ ବିପଦ ବଢିବ – ଡ଼ିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି

– କଂଗ୍ରେସର ବରିଷ୍ଠ ନେତା ତଥା ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ୮୭ ବର୍ଷ ବୟସରେ ପରଲୋକ

–ରାଜ୍ୟରେ ଏବେ ୧,୯୦,୩୮୦ ଡୋଜ କୋଭିସିଲ୍ଡ ଟିକା ଅଛି, ସେଥିରେ ଆଉ ୨ ଦିନ ଟିକାକରଣ ଚାଲିବ – ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ

–ଜୁଲାଇରେ କେନ୍ଦ୍ର ଦେଇଛି ୧୦ ଲକ୍ଷ ୪୩ ହଜାର ୯୩୦ ଡୋଜ କୋଭିସିଲ୍ଡ, କୋଭିସିଲ୍ଡର ୨ୟ ଡୋଜ ନେବାକୁ ଅଛନ୍ତି ୨୮ ଲକ୍ଷ ଲୋକ – ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ

–ଦେଶରେ ଆଜି ୪୫,୮୯୨ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୮୧୭ ମୃତ ଓ ୪୪,୨୯୧ ସୁସ୍ଥ

–ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା, ଟିକାକରଣ କେନ୍ଦ୍ରରେ ଗର୍ଭବତୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ ହେବ

–ଆଜି ନୂଆ ମନ୍ତ୍ରାଳୟ ଦାୟିତ୍ୱ ଗ୍ରହଣ କଲେ ଧର୍ମେଦ୍ର ପ୍ରଧାନ ଓ ଅଶ୍ୱନୀ ବୈଷ୍ଣବ

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories