ପୁରୀ : ପୁରୀ ସହରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୫୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି।
ଶ୍ରୀ ସେତୁ ପାଇଁ ୧୯୦ କୋଟି
- Advertisement -
ଜଗନ୍ନାଥ ବଲ୍ଲଭ ମଠର ବିକାଶ ପାଇଁ ୧୮୦ କୋଟି
ମୂଷା ନଦୀର ବିକାଶ ପାଇଁ ୮୫ କୋଟି
ଅଠରନଳା ପାଇଁ ୫ କୋଟି
ହ୍ରଦର ବିକାଶ ପାଇଁ ୩୫ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି।



