www.samajalive.in
Saturday, December 6, 2025
26.1 C
Bhubaneswar

ଲାଇନଚ୍ୟୁତ ହେଲା କିରୋସିନ ଟ୍ୟାଙ୍କର ବୋଝେଇ ମାଲଗାଡି, ଟଳିଲା ବଡ଼ ଦୁର୍ଘଟଣା

ସମାଜ ଡିଜିଟାଲ ଡେସ୍କ: ପଶ୍ଚିମବଙ୍ଗର କାଟିହର ରେଳ ମଣ୍ଡଳ ଅନ୍ତର୍ଗତ କୁମେଦପୁର ଷ୍ଟେଶନ ନିକଟରେ ଶୁକ୍ରବାର ଏକ ମାଲଗାଡ଼ି ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନର ୫ଟି ବଗି ରେଳଧାରଣାରୁ ଖସି ଅଲଗା ହୋଇଯାଇଛି। ଏହି ମାଲଗାଡ଼ିରେ କିରୋସିନ ଟ୍ୟାଙ୍କର ଯାଉଥିଲା। ତେବେ ଦୁର୍ଘଟଣା ସତ୍ବେ କିରୋସିନ ଟ୍ୟାଙ୍କର ଓଲଟି ନ ଥିଲା। ଟ୍ୟାଙ୍କରଗୁଡ଼ିକ ଓଲଟିଥିଲେ ଏକ ବଡ଼ ଧରଣର ଅଘଟଣ ଘଟିବା ଆଶଙ୍କା ରହିଥିଲା। ରେଳ କର୍ମଚାରୀ ପହଞ୍ଚି ସେଠାରେ ମରାମତି କାର୍ଯ୍ୟ ଆରମ୍ଭ କରିଥିବା ସୂଚନା ମିଳିଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories