ଆସନ୍ତା ୯ରେ ଶ୍ରୀଜୀଉଙ୍କ ବନକଲାଗି ନୀତି..
ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..
ରତ୍ନଭଣ୍ଡାର ପ୍ରସଙ୍ଗରେ ସତ୍ୟପାଠ ଦାଖଲ ..
ଶ୍ରୀମନ୍ଦିର ପ୍ରଶାସନ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି..
ଟ୍ବିନ୍ ସିଟିକୁ ବର୍ଷା ଆଲର୍ଟ : ଆଜି ଭୁବନେଶ୍ବର ଓ କଟକରେ ପ୍ରବଳ ବର୍ଷା ସମ୍ଭାବନା..
ଗଭୀର ଅବପାତ ସୃଷ୍ଟି .. ପ୍ରବଳ ବର୍ଷିବ ..
୪ ଜିଲାକୁ ରେଡ୍ ୱାର୍ଣ୍ଣିଂ ଜାରି ..
୧୩ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
ରାଜଧାନୀରେ ୨୬ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା ..
ଗତ ୨୪ ଘଣ୍ଟାରେ ୨୫୯.୨ ମିମି ବର୍ଷା ରେକର୍ଡ
ଆଜି ଠାରୁ ଶସ୍ତା ହେଲା ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର..
ଆଜି ‘ସମ୍ବଲପୁରୀ ଦିନ’ ପାଳୁଛି ପଶ୍ଚିମ ଓଡ଼ିଶା ..
ଆଜି ଜିଲାର ସମସ୍ତ ସରକାରୀ କର୍ମଚାରୀ ପିନ୍ଧିଛନ୍ତି ସମ୍ବଲପୁରୀ ପୋଷାକ..
ବେଗୁନିଆ ଛକ ନିକଟରେ ଦୁର୍ଘଟଣା : ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ୍ .. ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଜବତ..



