ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ)ରେ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷର କରିଥିବା ଡାକ୍ତରଖାନାଗୁଡ଼ିକ କୌଣସି ରୋଗୀଙ୍କୁ ଫେରାଇ ପାରିବେ ନାହିଁ..
ସରକାର ବଦଳିଯାଇଥିବା ଆଳରେ ରୋଗୀଙ୍କୁ ଚିକିତ୍ସାରୁ ବଞ୍ଚିତ କରିପାରିବେ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା..
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବକୁ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ। ଭୁଟାନ ରାଜା, ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସମେତ ବାଂଲାଦେଶ ଏବଂ ମରିସସ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ମୋଦୀ..
ଜୁନରେ ବୃହସ୍ପତି ଉଦୟ ; ଜାଣନ୍ତୁ କେଉଁ ରାଶିଙ୍କ ଭାଗ୍ୟ ବଦଳିଯିବ, ହଠାତ୍ ମିଳିବ ଧନ..
ଅମରାବତୀ: ୧୨ ତାରିଖରେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ, ଅମରାବତୀରେ ହେବ ଶପଥ ଗ୍ରହଣ ଉତ୍ସବ..
ନ୍ୟୁୟର୍କ: ଟି-୨୦ ବିଶ୍ୱକପରେ ଭାରତର ବିଜୟ ଅଭିଯାନ ଆରମ୍ଭ, ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡକୁ କଲା ପରାସ୍ତ..
ସାବିତ୍ରୀ ବ୍ରତ ପାଳନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ..
୪୮ ଘଣ୍ଟାରେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା..



