ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଇଣ୍ଡିମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ, ବିରୋଧୀଙ୍କ ଇଣ୍ଡିମେଣ୍ଟ ଉପରାଷ୍ଟ୍ରପତି ପଦ ପାଇଁ ବି. ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି, ସେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ରହି ସାରିଛନ୍ତି..
ପୁଣି ସ୍ପେଶାଲ ଓଟିଇଟି ସ୍ଥଗିତ, ଆସନ୍ତା ୩୧ରେ ହେବାକୁ ଥିବା ସ୍ପେଶାଲ ଓଟିଇଟି ସ୍ଥଗିତ, ସୂଚନା ଜାରି କଲା ବିଏସଇ..
ସେପ୍ଟେମ୍ବର ୧୮ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ, ଏହା ୨୫ତାରିଖ ଯାଏଁ ଚାଲିବ, ୧୮ରୁ ମୌସୁମୀ ଅଧିବେଶନ ନେଇ ବାଚସ୍ପତିଙ୍କ ଅଫିସ୍ ଫକ୍ଷରୁ ସୂଚନା ଦିଆଯାଇଛି..
କୃଷି ଅଧିକାରୀମାନଙ୍କୁ ନିଯୁକ୍ତ ସ୍ଥାନରେ ଯୋଗଦେବା ପାଇଁ ବିଜ୍ଞପ୍ତି ଜାରି, କୃଷି ସଚିବ ଅରବିନ୍ଦ ପାଢୀଙ୍କ ପକ୍ଷରୁ ଜାରି ହୋଇଛି କଡା ନିର୍ଦେଶନାମା, ପଦୋନ୍ନତିପ୍ରାପ୍ତ / ବଦଳି ଅଧିକାରୀ ନିଯୁକ୍ତି ସ୍ଥାନରେ ଯୋଗଦେବାକୁ ନିର୍ଦେଶ ରହିଛି, କୌଣସି ପରିସ୍ଥିତିରେ ନିର୍ଦେଶ କାର୍ଯ୍ୟକାରିତାକୁ ସ୍ଥଗିତ ରଖାଯିବ ନାହିଁ,ଖିଲାପ କଲେ ଦରମା ବନ୍ଦ..
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ ପରେ ବଢିଲା ସୁରକ୍ଷା ବ୍ୟବସ୍ଥା, କେନ୍ଦ୍ର ସରକାରଙ୍କ ପକ୍ଷରୁ ରେଖା ଗୁପ୍ତାଙ୍କୁ Z କ୍ୟାଟାଗୋରୀ ସୁରକ୍ଷା ପ୍ରଦାନ କରାଯାଇଛି, ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ପରେ ଏହି ନିଷ୍ପତ୍ତି ନିଆଯାଇଛି..
ଏଥର ଗଣେଶ ପୂଜାରେ ଦୁର୍ଲ୍ଲଭ ଯୋଗ ; ଏହି ୫ ରାଶିଙ୍କ ଉପରେ ହେବ ଧନ ବର୍ଷା, ମିଳିବ ବଡ ଖୁସି..
ବଣ୍ଡା ଘାଟିରେ କେମିତି ଚାଲିଛି ପାଠପଢା, କେମିତି ରହିଛି ପିଲାଙ୍କ ଶିକ୍ଷାର ଗୁଣାତ୍ମକ, ପରଖିଛନ୍ତି ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ବିଭାଗୀୟ ଅଧିକାରୀଙ୍କ ସହ ବଣ୍ତାଘାଟି ଗ୍ରସ୍ତ କରିଛନ୍ତି ନୂଆ ଜିଲାପାଳ..
ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ରାସ୍ତାମଝିରେ ଜଳିଗଳା ଆମ ବସ, କଟକରୁ ଖୋର୍ଦ୍ଧା ଯାଉଥିବା ସମୟରେ ୧୬ ନମ୍ବର ଜାତୀୟ ରାଜପଥର ଗଡ଼ ଖୋର୍ଦ୍ଧା ନିକଟରେ ଘଟିଛି ଏହି ଅଘଟଣ..
ଜିଓ ଦେଲା ବଡ ଝଟ୍କା; ବନ୍ଦ କଲା ଏହି ଶସ୍ତା,ଲୋକପ୍ରିୟ ରିଚାର୍ଜ ପ୍ଲାନ୍



