ଭିଭୋ ଆଣୁଛି ଦମ୍‌ଦାର୍‌ ଫିଚର ସହ ଏହି ୫ଜି ଫୋନ୍‌; ଦାମ୍‌ ଏତିକି..

ନୂଆଦିଲ୍ଲୀ : ଭିଭୋ ଟି୪ ସିରିଜ୍‌ରେ ଆଉ ଏକ ଦମ୍‌ଦାର୍‌ ଫୋନ୍‌ ଭାରତରେ ଲଞ୍ଚ ହେବାକୁ ଯାଉଛି । ଭିଭୋର ଏହି ଫୋନ୍‌ ଟି୪ ପ୍ରୋ ୫ଜିର ନାମରେ ମାର୍କେଟରେ ପ୍ରବେଶ କରିବ । କମ୍ପାନୀ ଗତ କିଛି ଦିନରେ ଏହି ଫୋନ୍‌କୁ ଆଣିଛି । କମ୍ପାନୀ ଏବେ ଏହି ସ୍ମାର୍ଟଫୋନ୍‌ର ଲଞ୍ଚ ତାରିଖ ସାମ୍ନାକୁ ଆଣିଛି । ଏହାର ଜବରଦସ୍ତ ଫିଚର ମଧ୍ୟ ଜଣାଇଛି । ଭିଭୋର ଏହି ଫୋନ୍‌ ୬,୫୦୦ ଏମଏଏଚର ଦମ୍‌ଦାର୍‌ ବ୍ୟାଟେରୀ … Continue reading ଭିଭୋ ଆଣୁଛି ଦମ୍‌ଦାର୍‌ ଫିଚର ସହ ଏହି ୫ଜି ଫୋନ୍‌; ଦାମ୍‌ ଏତିକି..