ଏଥର ଗଣେଶ ପୂଜାରେ ଦୁର୍ଲ୍ଲଭ ଯୋଗ ; ଏହି ୫ ରାଶିଙ୍କ ଉପରେ ହେବ ଧନ ବର୍ଷା, ମିଳିବ ବଡ ଖୁସି..

ଚଳିତ ବର୍ଷ ଗଣେଶ ଚତୁର୍ଥୀ ପର୍ବ ୨୭ ଅଗଷ୍ଟରେ ପାଳନ କରାଯିବ । ଏହି ଦିନ ଭଗବାନ ଗଣେଶଙ୍କୁ ପୂଜାର୍ଚ୍ଚନା ସହ ବେଶ ଧୂମଧାମରେ ପ୍ରଭୁଙ୍କ ପୂଜା ଉତ୍ସବ ପାଳନ କରାଯାଏ । ଜ୍ୟୋତିର୍ବିଦ୍‌ଙ୍କ ମତାନୁସାରେ ଏହି ଦିନ ଗଣେଶ ଚତୁର୍ଥୀ ପର୍ବ ଖୁବ୍‌ ଖାସ୍‌ ହେବାକୁ ଯାଉଛି । ଚଳିତ ବର୍ଷ ସର୍ବାର୍ଥ ସିଦ୍ଧି ଯୋଗ, ରବି ଯୋଗ, ବ୍ରହ୍ମ ଯୋଗ, ଇନ୍ଦ୍ର ଯୋଗ, ପୁଷ୍କର ଯୋଗ ଓ ପ୍ରୀତି ଯୋଗ ହେବାକୁ ଯାଉଛି । … Continue reading ଏଥର ଗଣେଶ ପୂଜାରେ ଦୁର୍ଲ୍ଲଭ ଯୋଗ ; ଏହି ୫ ରାଶିଙ୍କ ଉପରେ ହେବ ଧନ ବର୍ଷା, ମିଳିବ ବଡ ଖୁସି..