ଏସିଆ କପ୍ କ୍ରିକେଟ୍ : ପାକିସ୍ତାନ-ନେପାଳ ମୁକାବିଲା.. ଟସ୍ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି..
ଆସନ୍ତା ୨ ତାରିଖରୁ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା..
୪ ତାରିଖରୁ ବିସ୍ତୃତ ବର୍ଷା ..
ପାଣିପାଗ ବିଭାଗ ପକ୍ଷରୁ ସୂଚନା..
ଚନ୍ଦ୍ରପୃଷ୍ଠରୁ ଲ୍ୟାଣ୍ଡର ବିକ୍ରମ ଫଟୋ ପଠାଇଲା ରୋଭର ପ୍ରଜ୍ଞାନ୍..
ପ୍ରଥମ ଥର ପାଇଁ ଚନ୍ଦ୍ରରୁ ବିକ୍ରମର ଫଟୋ ପଠାଇଲା ପ୍ରଜ୍ଞାନ..
ଫୁଲବାଣୀ : ୨୦୨୧ ସଦର ଥାନା ନାବାଳିକା ଦୁଷ୍କର୍ମ ମାମଲାରେ ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍..
କଟକ : ମହାନଦୀ ଗଡଗଡିଆ ଘାଟରୁ ମହିଳାଙ୍କ ମୃତଦେହ ଉଦ୍ଧାର..
ପରିଚୟ ଅସ୍ପଷ୍ଟ.. ପୁଲିସ ତଦନ୍ତ ଆରମ୍ଭ..
ରାଜ୍ୟରେ ନିଅଣ୍ଟିଆ ବର୍ଷା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା..
ଗଞ୍ଜାମରେ ୪୦%,ଆଉ କିଛି ଜିଲାରେ ମଧ୍ୟ ନିଅଣ୍ଟିଆ ବର୍ଷା..
ସେପ୍ଟେମ୍ବରରେ ଭଲ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ..
କାଲି ଠାରୁ ଭୁବନେଶ୍ୱରରୁ ଟ୍ରେନ୍ ଯାତ୍ରା ସ୍ୱାଭାବିକ ହେବ..
ଏନେଇ ପୂର୍ବତଟ ରେଲୱେ ପକ୍ଷରୁ ଜାରି ହେଲା ସୂଚନା..



