ବାଲେଶ୍ୱରର ବାହାନଗା ଦୁର୍ଘଟଣା ସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..
ବାଲେଶ୍ୱରର ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣାସ୍ଥଳରେ ଚାଲିଥିବା ଉଦ୍ଧାର ଅଭିଯାନ ଶେଷ ..
ରେଳ ମନ୍ତ୍ରଣାଳୟର ପ୍ରବକ୍ତା ଅମିତାଭ ଶର୍ମା..
ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା .. ଦୁଃଖ ପ୍ରକାଶ କଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ..
ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଜଣାଇଲେ ସମବେଦନା..
ବାହାନଗା ଦୁର୍ଘଟଣା .. ମୃତ୍ୟୁ ସଂଖ୍ୟା ୨୬୧କୁ ବୃଦ୍ଧି .. ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ସୂଚନା..



