www.samajalive.in
Monday, November 17, 2025
17.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

କାଳବୈଶାଖୀ ବର୍ଷା ସହ ବଜ୍ରପାତ..୧୫ ଜିଲାକୁ ଆଲର୍ଟ ଜାରି..

କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କଟକ, ନୟାଗଡ, ଖୋର୍ଦ୍ଧା, କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡା, କୋରାପୁଟ..

- Advertisement -

ଭୁବନେଶ୍ୱରରେ ମଧ୍ୟ କୁଆପଥର ବର୍ଷା ସହ ଘଡଘଡି ସମ୍ଭାବନା..

ସୁଦାନରେ ଫସି ରହିଛନ୍ତି ୩୫୦୦ ଭାରତୀୟ ଓ ୧ ହଜାର ଭାରତୀୟ ବଂଶୋଦ୍ଭବ..

ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିନୟ ମୋହନ କ୍ୱାତ୍ରା କହିଛନ୍ତି ..

ସୁଦାନରେ ସ୍ଥିତି ଅତ୍ୟନ୍ତ ଅସ୍ଥିର ରହିଛି..

ଚଳିତ ମାସ ୧୫ ତାରିଖରୁ ବିବାଦ ଆରମ୍ଭ ହେବା ପରଠାରୁ ଭାରତ ଏହା ଉପରେ ନିରନ୍ତର ନଜର ରଖିଛି..

ସୁଦାନ ମଧ୍ୟରେ ଭାରତୀୟଙ୍କ ସହ ଯୋଗାଯୋଗ ପାଇଁ ନେଟୱାର୍କ ପ୍ରତିଷ୍ଠା କରାଯାଇଛି..

ଆଳି : ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡି ନାବାଳକ ମୃତ, ଜଣେ ନିଖୋଜ..

୨ ଘଣ୍ଟାର ଉଦ୍ୟମ ପରେ ନିଖୋଜ ନାବାଳକର ମୃତଦେହ ଉଦ୍ଧାର..

ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡାଗଡ ଯାଉଥିଲେ..

କୂଳରୁ କିଛି ବାଟ ଯିବା ପରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡିଥିଲା..

ମୋଟ ୩୦ ଯାତ୍ରୀ ଥିଲେ..

ଖରାଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ ଓ ଫଲିକ ଏସିଡ୍‌‌ ବଟିକା..

ଜୁନ୍‌‌ ୧୬ ଯାଏଁ ଘରକୁ ଯାଇ ଟାବଲେଟ ବଣ୍ଟାଯିବ.. ବଟିକା ବାଣ୍ଟିବାକୁ ଶିକ୍ଷକମାନଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ..

ଅମ୍ଳାନ କାର୍ଯ୍ୟକ୍ରମରେ ଆନେମିଆ ମୁକ୍ତ ଓଡିଶା ଲକ୍ଷ୍ୟ..

Hot this week

ଖସୁଛି ପାରଦ, ବଢ଼ୁଛି ଜାଡ଼

ଭୁବନେଶ୍ବର/ଘୁ. ଉଦୟଗିରି: ସାରା ରାଜ୍ୟରେ ସଞ୍ଜ ନଇଁବା ମାତ୍ରେ ମାଡ଼ି ଆସୁଛି...

ରୋହିଣୀଙ୍କୁ ଚପଲ ଫିଙ୍ଗିଲେ ତେଜସ୍ବୀ

ପାଟନା: ବିହାର ନିର୍ବାଚନରେ ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର...

ଆଗକୁ ରାଜ୍ୟସଭା ନିର୍ବାଚନ: ମୋହନଙ୍କ ପାଇଁ ଆହ୍ବାନ

ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରଙ୍କ ୧୭ ମାସର ଶାସନ ପରେ ବିଜେପି...

ବାଂଲାଦେଶରେ ହାଇଆଲର୍ଟ: ହାସିନାଙ୍କ ବିରୋଧରେ ଆଜି ଆସିବ ରାୟ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ଉତ୍ତେଜନା ଯୋଗୁଁ ହାଇଆଲର୍ଟ ଜାରି କରାଯାଇଛି...

ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଦୁଲାଗଣ୍ଡି ଗ୍ରାମ ନିକଟରୁ...

Related Articles

Popular Categories