ଖୁବ୍ ଶୀଘ୍ର ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ..
ଭୁବନେଶ୍ୱରରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା..
ରାଜଧାନୀ ଏକ୍ସପ୍ରେସରେ ତେଜସ୍ ରେକ୍ସର ଶୁଭାରମ୍ଭ..
ଶୁଭାରମ୍ଭ ଅବସରରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବକ୍ତବ୍ୟ..
ତେଜସ୍ରେ ଯାତ୍ରୀମାନଙ୍କୁ ଅତ୍ୟାଧୁନିକ ସୁବିଧା ମିଳିବ..
ବାଂଲାଦେଶ ଏବଂ ଏହାର ଆଖପାଖରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ..
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା..
ଉପକୂଳ ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷିବ..
କାଲିଠୁ ବଢିବ ବର୍ଷାର ବିସ୍ତୃତି ଓ ପରିମାଣ..
ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି..
ଓଡ଼ିଶାରୁ ମୋଟ ୧୭ ପୁଲିସ ଅଧିକାରୀ ପାଇବେ ପଦକ..
ସାହସିକତା ପାଇଁ ୪ ପୁଲିସ କର୍ମଚାରୀ ପାଇବେ ପଦକ..
ବିଶିଷ୍ଟ ସେବା ପାଇଁ ୨ ଓ ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ପଦକ..
ଅତିରିକ୍ତ ଡିଜି ସଂଜୟ କୁମାର ପାଇବେ ପୁଲିସ ପଦକ..
ବିଶିଷ୍ଟ ସେବା ପାଇଁ ଏଡିଜି ସଂଜୟ କୁମାରଙ୍କୁ ମେଡାଲ..
ଅତିରିକ୍ତ ଏସ୍ପି ରବୀନ୍ଦ୍ରନାଥ ଶତପଥୀଙ୍କୁ ବି ବିଶିଷ୍ଟ ସେବା ପଦକ..
ଭୁବନେଶ୍ୱରରେ ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା..
ଲିଙ୍ଗରାଜ ମନ୍ଦିରରୁ ବାହାରିଲା ତ୍ରିରଙ୍ଗା ଶୋଭାଯାତ୍ରା..
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମିଲ..
ପୂର୍ବତନ ସଭାପତି ସମୀର ମହାନ୍ତି ଓ ଅନ୍ୟାନ୍ୟ ନେତୃବୃନ୍ଦ ସାମିଲ..
ଲୁହରେ ଭିଜିଲା ଜନ୍ମମାଟି.. ବରଗଡ଼ରେ ଶହୀଦ ବୀର ଯବାନ ନୀଳାଞ୍ଚଳଙ୍କ ଶେଷକୃତ୍ୟ ସମ୍ପନ୍ନ ..
ହିମାଚଳପ୍ରଦେଶ: ବର୍ଷା ଓ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି..
ଫ୍ରଡ ଲୋନ୍ ମାମଲାରେ ଆଉ ଜଣଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ (EOW)..
ଜାଲ ବୀମା କାଗଜ ଦେଇ ବ୍ୟାଙ୍କରୁ ଲୋନ୍ ନେବା ଅଭିଯୋଗରେ ଗିରଫ..
ଗିରଫ ଅଭିଯୁକ୍ତ କଟକର ମହମ୍ମଦ ଇଫତଖର୍ ଆସିଫ୍ ଖାନ୍.. ଜାଲ୍ ବୀମା କାଗଜପତ୍ର ଦେଇ ୨୫ଟି ଲୋନ୍ କରି ଟଙ୍କା ଉଠାଇଥିଲେ..



