ଅପରାହ୍ଣ ୪ଟା ମୁଖ୍ୟ ଖବର

ଘଡଘଡି ,ବର୍ଷା ସହ ପବନ ପାଇଁ ୭ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ..

ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ , ଦେବଗଡ, ଗଜପତି , ଗଞ୍ଜାମ ,କନ୍ଧମାଳକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ..

ସୋର : ଖଇରା ଥାନା ମହତିପୁର ପଞ୍ଚାୟତର ନାହୁଲ ଗାଁରେ ଅଘଟଣ; ବିଦ୍ୟୁତ୍‌ ଆଘାତରେ ମାଆ ,ପୁଅ ମୃତ..

ରେଳ ଦୁର୍ଘଟଣା: ବାହାନଗାରେ ରହିବନି ଟ୍ରେନ୍‌ ..

ପାସେଞ୍ଜର, ମେମୁ କିମ୍ବା କୌଣସି ମାଲବାହୀ ଟ୍ରେନ୍‌ ରହିବନି ବୋଲି ଦକ୍ଷିଣ-ପୂର୍ବ ରେଳପଥ ସିପିଆରଓ ଆଦିତ୍ୟ ଚୌଧୁରୀଙ୍କ ସୂଚନା..

ଆସନ୍ତା ୫ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି, ୩-୫ ଡିଗ୍ରୀ ତାପମାତ୍ରା ବୃଦ୍ଧି ସମ୍ଭାବନା..

Comments are closed.