ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ଅନୁଯାୟୀ ଓଡ଼ିଶାରେ ୨୩୭୯ଟି ଟାୱାର ସ୍ଥାପନ କରାଯାଇ ୩୯୩୩ଟି ଅପହଞ୍ଚ ଗ୍ରାମକୁ ୪ଜି ସେବା ଯୋଗାଇ ଦିଆଯିବ ବୋଲି ଲୋକସଭାରେ କେନ୍ଦ୍ର ସଞ୍ଚାର ରାଷ୍ଟ୍ରମନ୍ତ୍ରୀ ଦେବୁସିଂ ଚୌହାନ ସୂଚନା ଦେଇଛନ୍ତି। କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ଚୌହାନ କହିଛନ୍ତି ଯେ ଏହି ଟାୱାର ଗୁଡ଼ିକର ନିର୍ମାଣ ବାବଦରେ ୩୨୧୯ କୋଟି ବ୍ୟୟ କରାଯିବ।
Popular Categories



