www.samajalive.in
Sunday, December 7, 2025
16.1 C
Bhubaneswar

ଅପରାହ୍ଣ ୩ଟା ମୁଖ୍ୟ ଖବର

(୧)ବାଜିଲା ଉପନିର୍ବାଚନ ବିଗୁଲ… ଧାମନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି… ଆସନ୍ତା ନଭେମ୍ବର ୩ ତାରିଖରେ ହେବ ଉପନିର୍ବାଚନ… ୭ ତାରିଖରେ ଭୋଟ୍‌ ଗଣତି ସହ ଫଳାଫଳ ପ୍ରକାଶ… ଅକ୍ଟୋବର ୧୪ ସୁଦ୍ଧା ଶେଷ ହେବ ପ୍ରାର୍ଥିପତ୍ର ଦାଖଲ …

(୨) ଲଘୁଚାପ ବର୍ଷାରେ ଭିଜିବ ଓଡ଼ିଶା… ଫିକା ପଡ଼ିବ ଦଶହରା… ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର… ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା… ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର….

- Advertisement -

(୩) ଆଖି ବୁଜିଲା ଦନ୍ତା ହାତୀ… ​‌ବେତନଟୀ ରେଞ୍ଜ ମଶିଣାକାଠି ଜଙ୍ଗଲରେ ଠାବ ଦନ୍ତା ହାତୀର ମୃତ୍ୟୁ… ଗୋଡ଼ରେ କ୍ଷତ ହୋଇଥିବାରୁ ଗତକାଲି ହୋଇଥିଲା ଚିକିତ୍ସା… ଅପରେସନରେ ହାତୀ ସୁସ୍ଥ ଥିବା ପୂର୍ବରୁ ସୂଚନା ଦେଇଥିଲା ବନବିଭାଗ… ହେଲେ ଏଯାଏଁ ଜଣାପଡ଼ିନି ହାତୀର ମୃତ୍ୟୁର କାରଣ…

(୪) ସୀମା ଟପିଲା ଦାଦନ ନିର୍ଯାତନା… ଟଙ୍କା ମାଗିବାରୁ କାଟିଦେଲେ ଯୁବକଙ୍କ ଗୋଡ଼ ଓ ପାପୁଲି… ପେଟ ପାଇଁ ୟୁପିକୁ ଦାଦନ ଖଟିବାକୁ ଯାଇଥିଲେ ଯୁବକ…  ଥାନାରେ ଜଣାଇଲେ ପିଲାଛୁଆଙ୍କୁ ମାରିଦେବାକୁ ଧମକ ଦେଇଥିଲା ଅଭିଯୁକ୍ତି… ଗତପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳର ଘଟଣା…

(୫) ମା’ଙ୍କ ଆରାଧନାରେ କମ୍ପୁଛି ପରିବେଶ… ଧରାବତରଣ କରିଛନ୍ତି ମା’ ଜଗତଜନନୀ… ଆଜି ପବିତ୍ର ମହାଷ୍ଟମୀ… ପୂଜା ମଣ୍ଡପରେ ଲାଗୁଛି ଶ୍ରଦ୍ଧାଳୁଙ୍କ ଭିଡ଼… ରାଜଧାନୀର ଛକଛକରେ ଦେଖିବାକୁ ମିଳୁଛି ସୁନ୍ଦର ତୋରଣ ସାଙ୍ଗକୁ ଆଲୋକମାଳା… ଗାଁଠୁ ସହର ଯାଏଁ ସବୁଠି ଉତ୍ସାହର ମାହଲ…

(୬) ଦୁର୍ଗାପୂଜା ମଣ୍ଡପରେ ଅଗ୍ନିକାଣ୍ଡ… ଜୀବନ୍ତ ଜଳିଗଲେ ୩ଜଣ… କିଛି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି… ଉତ୍ତର ପ୍ରଦେଶର ଭଦୋହିରେ ଘଟିଛି ଏହି ଅଭାବନୀୟ ଘଟଣା… ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୨ଜଶ ଶିଶୁ ରହିଥିବା ସୂଚନା… ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ… ଘଟଣାସ୍ଥଳରେ ପୁଲିସ କରୁଛି ଛାନଭିନ୍‌…

(୭) କାନ୍ଥ ଭାଙ୍ଗି ଲୁଟିନେଲେ ଏଟିଏମ୍‌… ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ବରପଦା ଛକରେ ଏଟିଏମ୍‌ ଲୁଟ୍‌ ଅଭିଯୋଗ… କେତେ ଟଙ୍କା ଲୁଟ୍‌ ହୋଇଛି ଜଣାପଡ଼ିନାହିଁ… ଘଟଣାସ୍ଥଳରେ ପୁଲିସ ପହଞ୍ଚି କରୁଛି ତଦନ୍ତ…

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories