ମୁଖ୍ୟଖବର
* ବାତ୍ୟା ମନ୍ଥା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ…ବୈଠକରେ ମୁଖ୍ୟ ଶାସନ ସଚିବ, ଏସଆରସି, ରାଜସ୍ୱ ମନ୍ତ୍ରୀଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ..
* ଗୋପାଳପୁର ଠାରୁ ୫୭୦କିମି ଦୂରରେ ‘ମନ୍ଥା’…ଆଜି ସନ୍ଧ୍ୟା କିମ୍ବା ରାତିରେ ଛୁଇଁବ ସ୍ଥଳଭାଗ…
* ‘ମୋନ୍ଥା’ ପ୍ରଭାବରେ ଗଜପତି ଜିଲ୍ଲାରେ ବର୍ଷା…ପାହାଡ଼ରୁ ଖସିଛି ବଡ଼ବଡ଼ ପଥର ଖଣ୍ଡ ଓ ମାଟି ଅତଡ଼ା…
* ବାତ୍ୟା ଆଶ୍ରୟସ୍ଥଳୀରେ ଜଣେ କର୍ମଚାରୀଙ୍କ ଅଚାନକ ମୃତ୍ୟୁ… ଗତକାଲି ରାତିରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା ଦେହ..
* ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ… ଜଳିଗଲା ଦୁଇ ମହଲା କୋଠା



