ଆଉ ୧୩ ଜଣଙ୍କ ଜୀବନ ନେଲା ମହାମାରୀ କରୋନା, ୧୨୭୨ରେ ପହଞ୍ଚିଲା ରାଜ୍ୟର ମୋଟ୍ ମୃତ୍ୟୁ ସଂଖ୍ୟା
ଭୁବନେଶ୍ଵର : ରାଜ୍ୟରୁ ଆଜି ଆଉ ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ମୃତ୍ୟୁ ବରଣ କରିଥିବା ୧୩ ମୃତକଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୭୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
3.A 75-year-old male of Bhubaneswar who was also suffering from Hypertension.
4.A 70-year-old male of Jharsuguda District who was also suffering from Diabetes Mellitus.
5.A 53-year-old male of Jharsuguda district.
6.A 86-year-old male of Bhubaneswar.— H & FW Dept Odisha (@HFWOdisha) October 27, 2020
ଆଜି ମୃତ୍ୟୁ ବରଣ କରିଥିବା ୧୩ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ୪ ଜଣ, ନୂଆପଡା ଜିଲାରୁ ୩ ଜଣ, ଝାରସୁଗୁଡା ଜିଲାରୁ ୨, କେନ୍ଦୁଝର ଜିଲାରୁ ୨ ଜଣ, ମାଲକାନଗିରି ଏବଂ ସୁନ୍ଦରଗଡ ଜିଲାରୁ ଜଣେ ଲେଖାଏଁ ରହିଛନ୍ତି।
10.A 60-year-old female of Malkangiri district.
11.A 80-year-old female of Sundargarh district.
12.A 54-year-old male of Keonjhar district who was also suffering from Hypertension, H/O CVA.— H & FW Dept Odisha (@HFWOdisha) October 27, 2020
ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୩ ଲକ୍ଷ ୮୫ ହଜାର ୨୫୯ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୨ ଲକ୍ଷ ୮୩ ହଜାର ୯୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୧୨୭୨ ଜଣଙ୍କର ମୃତ୍ୟୁ ହୋଇଛି, ସେହିପରି ୨ ଲକ୍ଷ ୬୬ ହଜାର ୧୦୫ ଜଣ ସୁସ୍ଥ ହୋଇଥିବା ବେଳେ ୧୬ ହଜାର ୫୧୨ ଜଣ ଚିକିତ୍ସିତ ହେଉଛନ୍ତି।
13.A 75-year-old male of Keonjhar District who was also suffering from Acute Liver failure, Obesity, Hypertension.
— H & FW Dept Odisha (@HFWOdisha) October 27, 2020
Comments are closed.