BJD Bijuli 480×75 Mob

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

BJD Bijuli 480×75 Mob

ଜଳୁଛି ଓଡିଶା: ସାଢେ ୧୧ ସୁଦ୍ଧା ୪୧ ଡିଗ୍ରୀ ଟପିଲା ପାରଦ, ୪୧.୪ ଡିଗ୍ରୀ ସହ ବାଲେଶ୍ଵର ସବୁଠୁ ଉତ୍ତପ୍ତ ସହର..

ଛତିଶଗଡରେ ଟ୍ରକକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ : ୮ ମୃତ , ୨୩ ଆହତ..

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ; ଆଜିଠୁ ମେ ୬ ତାରିଖ ଯାଏଁ ନାମାଙ୍କନ ଦାଖଲ..

କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆକୁ ଏନକାଉଣ୍ଟର, ସୁବାସ ନାଁରେ ୨ଟି ହତ୍ୟା ସମେତ ୧୮ ମାମଲା ରହିଛି..

ସୁବାସ ଗୋଡ଼ରେ ଗୁଳି ବାଜିଥିବାବେଳେ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର..

ମେ ୨୫ରେ କେନ୍ଦୁଝର, ଢେଙ୍କାନାଳ , କଟକ , ପୁରୀ ଏବଂ ଭୁବନେଶ୍ଵର ସଂସଦୀୟ କ୍ଷେତ୍ରରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟ୍..

କେମିତି କଟିବ ଏହି ସପ୍ତାହ? ୪ ରାଶିର ସୁନାଭଳି ଚମକିବ ଭାଗ୍ୟ, ବ୍ୟବସାୟରେ ହେବ ଲାଭ..

ସମ୍ବଲପୁର ଲୋକସଭା କ୍ଷେତ୍ରର କୁଚିଣ୍ଡା, ରେଢାଖୋଲରେ ସକାଳ ୭ଟାରୁ ୪ଟା ଏବଂ ଦେବଗଡରେ ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏଁ ଭୋଟ୍ ଗ୍ରହଣ..

ସକାଳ ସାଢେ ୮ଟା ସୁଦ୍ଧା ତାତି ଛୁଇଁଲା ୩୬ ଡିଗ୍ରୀ: ୩୬ ଡିଗ୍ରୀ ସହ ବାଲେଶ୍ଵର ଓ ବାରିପଦା ସବୁଠୁ ଉତ୍ତପ୍ତ ସହର..

ଯାଜପୁର ବଡଚରା ଛକ ଓଭର ବ୍ରିଜ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : ଦୁଇ ବାଇକ ଆରୋହୀ ମୃତ..

କାମାକ୍ଷାନଗରରେ ମହୁମାଛି ଆକ୍ରମଣରେ ୧୨ ଛାତ୍ରଛାତ୍ରୀ ଆହତ: ସମର କ୍ୟାମ୍ପକୁ ଏକ ପବ୍ଲିକ ସ୍କୁଲ ପିଲା ଆସିଥିବାବେଳେ ଅଘଟଣ..

Comments are closed.