www.samajalive.in
Monday, December 8, 2025
14.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ରାଉରକେଲା : ଜଳିଗଲା ମୋ ବସ୍‌‌ .. ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ ଓ ବସ୍‌‌ କର୍ମଚାରୀ..

ଆଜି କର୍ଣ୍ଣାଟକରେ ସରକାର ଗଢ଼ିବ କଂଗ୍ରେସ..

- Advertisement -

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଦରମେୟା ଓ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡି କେ ଶିବ କୁମାର..

ବେଙ୍ଗାଳୁରୁ କାନ୍ତିବୀରା ଷ୍ଟାଡିୟମରେ ହେବ ଶପଥ ଗ୍ରହଣ ସମାରୋହ..

ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ବାଣିଜ୍ୟ, ଅର୍ଥନୀତି, ସଂସ୍କୃତି ସମ୍ପର୍କିତ ଦ୍ୱିପାକ୍ଷିକ ଆଲୋଚନା ହୋଇଛି..

କାଳବୈଶାଖୀରେ ଛତିଶଗଡ଼ ବସ୍ତର ସେଡ଼ବା ଗାଁରେ ନିୟୋଜିତ ସିଆରପିଏଫ ଯବାନଙ୍କ ବାରାକ କ୍ଷତିଗ୍ରସ୍ତ, ୧୧ ଯବାନ ଆହତ..

ହିରୋସିମାରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ପ୍ରଧାନମନ୍ତ୍ରୀ ମୋଦୀ..

ଶ୍ରୀମନ୍ଦିରରେ ନୀତି ବିଳମ୍ବ ନେଇ ଆଜି ଦିନ ୧୧ଟାରେ ସବ କମିଟି ବୈଠକ ଓ ଅପରାହ୍ନରେ ଛତିଶା ନିଯୋଗ ବୈଠକ..

ରାଜଧାନୀରେ ଡ୍ରୋନ୍ ସାହାଯ୍ୟରେ ଆକାଶମାର୍ଗରୁ ଅପରାଧ ଉପରେ ନଜର ରଖିବ କମିଶନରେଟ ପୁଲିସ..

ଡିସିପି କଲେ ଡ୍ରୋନ୍ ପାଟ୍ରୋଲିଂର ପରୀକ୍ଷଣ..

ଆଜି ମହାନଦୀ ଜଳବିବାଦ ନ୍ୟାୟାଧୀକରଣ (ଟ୍ରିବୁନାଲ) ହୀରାକୁଦ ନଦୀବନ୍ଧ ସମେତ ରମ୍ପେଲା ପାର୍ବତୀ ଗିରି ଉଠାସେଚ ପ୍ରକଳ୍ପ ପର୍ଯ୍ୟନ୍ତ ସମୀକ୍ଷା ..

ଆଜି ଆଇପିଏଲରେ କଲକାତା ନାଇଟ୍‌ ରାଇଡର୍ସ ଓ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ଏବଂ ଓ ଦିଲ୍ଲୀ କ୍ୟାପିଟାଲସ ଓ ଚେନ୍ନଇ ସୁପରକିଙ୍ଗସ ମଧ୍ୟରେ ମୁକାବିଲା..

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories