ବୁଧବାର ଶ୍ରାବଣ-ମଳ କୃଷ୍ଣ ନବମୀ ତିଥି .. ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ..
ବଣାଇ .. ଘର ଭାଙ୍ଗିଲେ ଦୁଇ ଦନ୍ତା .. ଘର ଭାଙ୍ଗିବାପରେ ନର୍ସରୀରେ ପଶିଗଲେ ହାତୀ..
ବନ୍ୟା ଜଳ ପ୍ରବେଶ କମିଥିବାରୁ ହୀରାକୁଦର ୧୦ ଗେଟ୍ ବନ୍ଦ ..
ଏବେ ସୁଦ୍ଧା ୧୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିବା ସୂଚନା..
ଭୁବନେଶ୍ବର : ଛାତ୍ରୀ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଘଟଣା ..
ପୋଷ୍ଟ ମର୍ଟମ ରିପୋର୍ଟରେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସୂଚନା..
ୟୁକ୍ରେନ୍ : ମିସାଇଲ ଆକ୍ରମଣ, ୫ ମୃତ.. ୩୧ ଆହତ..
ଡିଜିସିଏର ସବୁଜସଙ୍କେତ .. ଏଣିକି ଭୁବନେଶ୍ୱରରୁ କଳାହାଣ୍ଡିକୁ ଉଡ଼ିବ ବିମାନ..
ନଦୀରେ ବୁଡ଼ି ୨ କାଉଡିଆ ନିଖୋଜ ଘଟଣା .. ମିଳିଲା ୨ ମୃତଦେହ..
ଭୁବନେଶ୍ବର : ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ..
ପ୍ରେମ ବ୍ୟାପାରକୁ ନେଇ ଆକ୍ରମଣ ସୂଚନା..
କଟକ .. ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର..
୩୩ ତମ ବିଚାରପତି ଭାବେ ଶପଥ ନେଲେ..
ମହାନଦୀ ମୁହାଣରୁ ମହିଳା ଉଦ୍ଧାର.. ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି..
ଆଜି ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତୃତୀୟ ଟି-୨୦ ମୁକାବିଲା ..
ରାତି ୮ଟାରେ ଖେଳାଯିବ ମ୍ୟାଚ ..
୫ ଟିକିଆ ସିରିଜରେ ଲଗାତର ଦୁଇଟି ମ୍ୟାଚ ଜିତି ୨-୦ରେ ଆଗୁଆ ରହିଛି ଘରୋଇ ଦଳ ..
ନୂଆଦିଲ୍ଳୀ : ଲୋକସଭା ପରେ ରାଜ୍ୟସଭାରେ ପାସ୍ ହେଲା ଦିଲ୍ଲୀ ସେବା ବିଲ୍..



