www.samajalive.in
Sunday, December 7, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଭୁବନେଶ୍ୱର : ରାଜ୍ୟରେ ଦିନକରେ ୬୮ କରୋନା ଆକ୍ରାନ୍ତ ଚିହ୍ନଟ.. ମୋଟ୍‌‌ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୯୨କୁ ବୃଦ୍ଧି..

ରାଉରକେଲା : ୨୦୧୭ ହତ୍ୟା ମାମଲାରେ ଦୋଷୀଙ୍କୁ ଆଜୀବ..ଦୋଷୀ ଅନୀଲ ଖାଲକୋକୁ ଆଜୀବ ଶୁଣାଇଲେ ଏଡିଜେ-୧..୨୦୧୭ରେ ବିଶ୍ରା କଦଳୀବାହାଲ ଗାଁରେ ଘଟିଥିଲା ହତ୍ୟାକାଣ୍ଡ..

- Advertisement -

ସୁନ୍ଦରଗଡ : ସୁନ୍ଦରଗଡ ଟାଉନ ଯୁବ ବିଜେଡି ସଭାପତିଙ୍କ ମୃତଦେହ ଉଦ୍ଧାର.. ଆତ୍ମହତ୍ୟା କରିଥିବା ସନ୍ଦେହ.. ପୁଲିସର ତଦନ୍ତ ଆରମ୍ଭ..

ନକଲି ସାର୍ଟିଫିକେଟ୍‌‌ ମାମଲାରେ କ୍ରାଇମବ୍ରାଞ୍ଚର ଜାରି ରହିଛି ଖୋଳତାଡ.. ବଲାଙ୍ଗୀର ଜିଲା ମୁଖ୍ୟ ଡାକଘରେ କ୍ରାଇମବ୍ରାଞ୍ଚ ଟିମ୍‌‌ର ତଦନ୍ତ.. ପୋଷ୍ଟାଲ ଅଧୀକ୍ଷକଙ୍କ ସହ କ୍ରାଇମବ୍ରାଞ୍ଚ ଟିମ୍‌‌ର ଆଲୋଚନା..

ବରଗଡ : ଅତାବିରା ଏନଏସି ନିର୍ବାଚନରେ ବିଜେଡିର ବାଜିମାତ୍‌‌.. ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ.. ଅଧ୍ୟକ୍ଷ ପଦ ସହ ୧୧ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ..

ଢେଙ୍କାନାଳ : ହିନ୍ଦୋଳ ଏନଏସି ନିର୍ବାଚନରେ ବିଜେଡି ବିଜୟୀ.. ୧୬ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ..

ନୂଆଦିଲ୍ଲୀ : ପୁଣି ବୃଦ୍ଧି ଆକ୍ରାନ୍ତଙ୍କ ସଂଖ୍ୟା.. ଦେଶରେ ୨୪ ଘଣ୍ଟାରେ ୪,୪୩୫ କରୋନା ସଂକ୍ରମିତ ଚିହ୍ନଟ..

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories