ମା’ ଭଟ୍ଟାରିକାଙ୍କ ମନ୍ଦିରରୁ ଛାଡ଼ିଲା ପାଣି : ମନ୍ଦିରରେ ଏବେ ବି ୧୪୪ ଧାରା ବଳବତ୍ତର..
କୋଣାର୍କ : ଭଉଁରିଆ ନଦୀରେ ୧୦ ଫୁଟର ଘାଇ..
ଭୁବନେଶ୍ୱର : ବନ୍ୟା ସ୍ଥିତି ନିୟନ୍ତ୍ରଣରେ- ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ..
ଅପରାହ୍ଣରେ ଖୋଲିବ ହୀରାକୁଦ ଗେଟ୍..
ଆଜି ଭଦ୍ରକର ୪ ବ୍ଲକ୍ରେ ସ୍କୁଲ ଛୁଟି ..
ତିହିଡ଼ି, ଭଣ୍ଡାରିପୋଖରୀ, ଧାମନଗର, ଓ ଚାନ୍ଦବାଲି ବ୍ଲକ୍ର ସବୁ ସ୍କୁଲ ଆଜି ପାଇଁ ଛୁଟି ଘୋଷଣା..
କେନ୍ଦୁଝର.. ଜଳିଗଲା ଟ୍ରକ୍ .. ଚାଳକ ଜୀବନ୍ତ ଦଗ୍ଧ..
ମୁଣ୍ଡଳିରେ କମୁଛି ଜଳ ପ୍ରବାହ .. ତେରମାଣପୁରରେ ୨୦ ଫୁଟର ଘାଇ..
ମହାନଦୀରେ ୫୦ ଫୁଟର ଘାଇ.. ବଢ଼ୁଛି ହୀରାକୁଦ ଜଳସ୍ତର..
ସୀମା ଭାରତରେ ପ୍ରବେଶ କରିବା ଘଟଣା ..୨ ସୁରକ୍ଷା କର୍ମୀ ନିଲମ୍ବିତ..
ମନମୋହନ ସାମଲଙ୍କ ନୂଆ ଦଳ .. ୩୫ ଜଣଙ୍କ ତାଲିକା ଜାରି କଲେ ୧୦ ଉପସଭାପତି, ୧୦ ଜଣ ସମ୍ପାଦକ, ୫ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ସାମିଲ..
ହରିୟାଣା ହିଂସା : ବଦଳିଲେ ନୁହ ଏସ୍ପି..



