www.samajalive.in
Sunday, December 7, 2025
16.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବୁଧବାର ଶ୍ରୀଜୀଉଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବ ସାଧାରଣ ଦର୍ଶନ..

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ, ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା..

- Advertisement -

ପାରାଦୀପ: ଓଲଟିଲା ମଦ ବୋଝେଇ ଟ୍ରକ୍ , ଚାପି ହୋଇ ଜଣେ ମୃତ..

୧୮ ବର୍ଷ ପରେ.. ରାହୁ-କେତୁ ଚଳନ; ଏହି ରାଶିଙ୍କ ବଦଳାଇବେ ଭାଗ୍ୟ, ହଠାତ୍‌ ମିଳିବ ଧନ,ସଫଳତା..

ଦେବଗଡ ରିଆମାଳ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ୍ ଗରିଆପାଲି ଗାଁରେ ହାତୀ ମୃତ , ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସୂଚନା..

କାନାଡ଼ା ଟୋରୋଣ୍ଟୋ ବିମାନ ବନ୍ଦରରେ ବଡ଼ ଧରଣର ଦୁର୍ଘଟଣା, ରନୱେରେ ଓଲଟି ପଡ଼ିଲା ଏୟାରଲାନ୍ସ ବିମାନ, ୧୮ ଯାତ୍ରୀ ଆହତ..

ମାତ୍ର ଏତିକି ଟଙ୍କା.. ବିଏସ୍‌ଏନ୍‌ଏଲ୍‌ ଆଣିଲା ଜବରଦସ୍ତ ପ୍ଲାନ୍‌, ସବୁଦିନ ମିଳିବ ୨ ଜିବି ଡାଟା ସହ ଏସବୁ ସୁବିଧା..

କିଟ୍ ବିଶ୍ଵ ବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା : ଆଜି ଭୁବନେଶ୍ଵର ଏମ୍ସରେ ହେବ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ, ପରିବାର ଲୋକ ପହଞ୍ଚିବା ପରେ ଆରମ୍ଭ ହେବ ପ୍ରକ୍ରିୟା..

ଛାତ୍ରୀ ଆତ୍ମହତ୍ୟା ମାମଲାରେ ଜେଲ ଗଲା ଅଭିଯୁକ୍ତ ପୁରୁଷ ବନ୍ଧୁ..

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ ହେବ ବିଦ୍ୟୁତ୍ ତାରିଫ୍ : ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ ଓଇଆରସି ପକ୍ଷରୁ ଚାଲିଛି ଶୁଣାଣି, ଆଜି ଓପିଟିସିଏଲ୍ ଓ ଏସଏଲବିସି ରଖିବେ ପକ୍ଷ, ୧୯ ତାରିଖରେ ମତ ରଖିବ ଗ୍ରୀଡକୋ..

ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢ଼ାଉ..

ଦେଖନ୍ତୁ ଭିଡିଓ; ଅଟୋ ନା ବସ୍‌, ଯାତ୍ରୀଙ୍କୁ ଗଣି ଗଣି ପୁଲିସ ବି କାବା..

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories