www.samajalive.in
Saturday, December 6, 2025
16.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଜଳେଶ୍ଵର : କଣ୍ଟେନରକୁ ପଛରୁ ଧକ୍କା ଦେଲା ଆଉ ଏକ କଣ୍ଟେନର , ଡ୍ରାଇଭର ଗୁରୁତର..

ଗୋପ: ଜଳିଗଲା ୧୩ ଉଠା ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ..

- Advertisement -

ମହାକୁମ୍ଭରେ ତୃତୀୟ ଅମୃତ ସ୍ନାନ: ତ୍ରିବେଣୀ ସଙ୍ଗମରେ ବୁଡ ପାକଉଛନ୍ତି ଶ୍ରଦ୍ଧାଳୁ ଓ ସାଧୁସନ୍ଥ, ଭୋର୍ ୫ଟାରୁ ଆରମ୍ଭ ହୋଇଛି ଅମୃତ ସ୍ନାନ..

ଫେବୃଆରୀରେ ବଡ ଯୋଗ ; ଏହି ରାଶି କିଣିବେ ନୂଆ ଘର,ଗାଡି, ସୁନା ଭଳି ଚମକିବ ଭାଗ୍ୟ..

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ମୁଖ୍ୟରାସ୍ତା ମରାମତି ଦାବିରେ ଆଜି ୮ ଘଣ୍ଟିଆ ବିନିକା ବନ୍ଦ, ସଚେତନ ନାଗରିକ ମଞ୍ଚ ପକ୍ଷରୁ ବନ୍ଦ ପାଳନ, ଟାୟାର ଜାଳି ରାସ୍ତା ଅବରୋଧ କଲେ ଆନ୍ଦୋଳନକାରୀ, ବନ୍ଦରୁ ଜରୁରୀ ସେବାକୁ ବାଦ୍..

ମାଘରେ ୩୪ ଟପିଲା ଭୁବନେଶ୍ୱର ତାପମାତ୍ରା, ଆଗକୁ ହୋଇପାରେ ଅସମ୍ଭାଳ..

ଦିଲ୍ଲୀ ଭୋଟକୁ ମଝିରେ ଆଉ ଗୋଟିଏ ଦିନ: ୭୦ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର, କ୍ୟାମ୍ପେନ୍ ର ଶେଷ ଦିନରେ କମ୍ପିବ ଦିଲ୍ଲୀ , ଆପ୍ ଓ କଂଗ୍ରେସ ପକ୍ଷରୁ ମଧ୍ୟ ଜୋରଦାର ପ୍ରଚାର..

ଢେଙ୍କାନାଳ: ଘନ କୁହୁଡି ପାଇଁ ଓଲଟିଲା ପରିବା ଗାଡି, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର..

ଧାମନଗରରେ ଚାଷୀ ବେଶରେ ମଣ୍ଡିରେ ପହଞ୍ଚିଲେ ଜିଲ୍ଲାପାଳ, ନିଜ ଆଖିରେ ଦେଖିଲେ କଟନୀ ଛଟନୀ..

Hot this week

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

Related Articles

Popular Categories