ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ପୁଣି ଥରେ ଗତିପଥ ବଦଳାଉଛି ବାତ୍ୟା ‘ଦାନା’
ପୂର୍ବରୁ ପୁରୀ ଏବଂ ପଶ୍ଚିମବଙ୍ଗର ସାଗରଦୀପ ମଧ୍ୟରେ ବାତ୍ୟାର ପ୍ରଭାବ ରହିବ ବୋଲି ଆକଳନ କରାଯାଇଥିଲା..

କିନ୍ତୁ ବାତ୍ୟା ପଶ୍ଚିମବଙ୍ଗ ଯିବ ନାହିଁ
ଉପପୂଳ ଏବଂ ଉତ୍ତର ଓଡ଼ିଶା ମଧ୍ୟରେ ସ୍ଥଳଭାଗ ଛୁଇଁବା ପରେ ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାକୁ ମୁହାଁଇବ..

ଫଳରେ ଉତ୍ତର ଓଡ଼ିଶା ପରେ ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ
ଆଭ୍ୟନ୍ତରୀଣ ଓଡ଼ିଶାର କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ, ଅନୁଗୁଳ, ଯାଜପୁର ଏବଂ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲାରେ ବାତ୍ୟାର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି..

୨୯ ଅକ୍ଟୋବର ଧନତେରସରେ ଲକ୍ଷ୍ମୀ-ନାରାୟଣ ଯୋଗ; ବୁଧ କରିବେ ଏହି ରାଶିଙ୍କୁ ଭାଗ୍ୟଶାଳୀ, ବଢିବ ଧନ, ହେବ ବିବାହ,ଚାକିରି..

ପାରାଦ୍ୱୀପଠାରୁ ୨୬୦ କି.ମି ଦୂରରେ ‘ଦାନା’: ସ୍ଥଳଭାଗ ଛୁଇଁବା ପୂର୍ବରୁ ପଡ଼ିବ ପ୍ରଭାବ
ଧାମରାଠାରୁ ୨୯୦ କି.ମି ଦୂର ଏବଂ ସାଗରଦ୍ୱୀପଠାରୁ ୩୫୦ କି.ମି ଦୂରରେ ରହିଛି..

ଦେଖନ୍ତୁ ଭିଡିଓ; ଜଙ୍ଗଲକୁ ପିକ୍‌ନିକ୍‌ ପାଇଁ ଯାଇ ବାଘକୁ ଉସୁକାଇଲେ ବ୍ୟକ୍ତି, ଆଉ ତା’ପରେ..

ଘଣ୍ଟାକୁ ୧୨ କି.ମି ବେଗରେ ଗତି କରୁଛି ବାତ୍ୟା ଦାନା
ବାତ୍ୟା ‘ଦାନା’ ପ୍ରଭାବ, ବାଲେଶ୍ୱରରେ ଘରୋଇ ବସ୍‌ ଚଳାଚଳ ବନ୍ଦ..

ରାଜଧାନୀରେ ଚାଞ୍ଚଲ୍ୟ,ଚନ୍ଦକା ଥାନା ମେଣ୍ଢାଶାଳ ଗାଁରେ ଭିଣୋଇ ଛୁରା ମାଡରେ ଶଳା ମୃତ..

ବାତ୍ୟା ପାଇଁ ଶ୍ରୀମନ୍ଦିର ପ୍ରଶାସନର ସତର୍କତା : ୨୪ ଓ ୨୫ ତାରିଖ ଦୁଇ ଦିନ ହବିଷ୍ୟାଳୀଙ୍କୁ ଶ୍ରୀମନ୍ଦିର ମନା, ହବିଷ୍ୟାଳୀ କେନ୍ଦ୍ର ମାନଙ୍କ ରେ ପ୍ରଭୁ ଙ୍କ ଉଦ୍ଦେଶ୍ୟ ରେ ଭଜନ କୀର୍ତ୍ତନ ଜାରି ରଖିଛନ୍ତି ବ୍ରତଧାରୀ..

ବାତ୍ୟା ‘ଦାନା’; ରାଜଧାନୀରେ ପ୍ରବଳ ବର୍ଷିବ..

ଭୀଷଣ ବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ: କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ , ଭୀଷଣ ବାତ୍ୟାର ରୂପ ନେଇ ଉପକୂଳ ମୁହାଁ ବାତ୍ୟା , ଗତ ୬ ଘଣ୍ଟାରେ ୧୫ କିମି ବେଗରେ ଗତି କରୁଛି..

ଲ୍ୟାଣ୍ଡଫଲ ପୂର୍ବରୁ ଧାମରା ଓ ଭିତରକନିକାରେ ବାତ୍ୟାର ପ୍ରଭାବ: ଧାମରାରେ ଝିପଝିପ ବର୍ଷା , ପବନର ବେଗ କ୍ରମଶଃ ବଢୁଛି , କେନ୍ଦ୍ରାପଡା ଭିତରକନିକାରେ ମଧ୍ୟ ବର୍ଷା ଜାରି..

ବାତ୍ୟା ଦାନା ପାଇଁ ୪୦ଟି ବିମାନ ବାତିଲ, ଆଜି ସନ୍ଧ୍ୟା ୫ଟାରୁ ଶୁକ୍ରବାର ସକାଳ ୯ଟା ଯାଏଁ ବିମାନ ସେବା ବନ୍ଦ ରହିବା ସୂଚନା..

ବାତ୍ୟା ଦାନା ପାଇଁ ବିଭିନ୍ନ ଜିଲ୍ଲାର ନିୟନ୍ତ୍ରଣ କକ୍ଷର ଯୋଗାଯୋଗ ନମ୍ବର: ବାଲେଶ୍ଵର ୦୬୭୮୨-୨୬୨୨୮୬ ଓ ୨୬୧୦୭୭, ମୟୁରଭଞ୍ଜ ୦୬୭୯୨-୨୫୨୭୫୯ ଓ ୨୫୨୯୪୧, ଭଦ୍ରକ ୦୬୭୮୪-୨୫୨୮୮୨, ଯାଜପୁର ୦୬୭୨୮-୨୨୨୬୪୮, କେନ୍ଦ୍ରାପଡା ୦୬୭୧୭-୨୩୨୮୦୩, କେନ୍ଦୁଝର ୦୬୭୬୬-୨୫୫୪୩୭, ଜଗତସିଂହପୁର ୦୬୭୨୪-୨୨୦୩୬୮, କଟକ ୦୬୭୧-୨୫୦୭୮୪୨, ଢେଙ୍କାନାଳ ୦୬୭୬୨-୧୨୬୫୦୭ ଓ ୨୨୧୩୭୬, ଅନୁଗୁଳ ୦୬୭୬୪-୨୩୦୯୮୦, ପୁରୀ ୦୬୭୫୨-୨୨୩୨୩୭, ଖୋର୍ଦ୍ଧା ୦୬୭୫୫-୨୨୦୦୦୨, ଗଂଜାମ ୦୬୮୧୧-୨୬୩୯୭୮, ନୟାଗଡ଼ ୦୬୭୫୩-୨୫୨୯୭୮ ଏବଂ ବିଏମସି ୧୯୨୯..

Comments are closed.