www.samajalive.in
Monday, December 8, 2025
14.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ନୂଆଦିଲ୍ଲୀ ବେଲକମରେ ଭୁସୁଡିଲା ନିର୍ମାଣାଧୀନ ପୁରାଣା କୋଠା : ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର..

ଲଗାଣ ବର୍ଷା ପରେ କଟକ ଓ ଭୁବନେଶ୍ବରରେ ଘନକୁହୁଡି: ଆଜିଠୁ ବଦଳିବ ପାଗ..

- Advertisement -

ଭୂକମ୍ପରେ ଥରିଲା ମହାରାଷ୍ଟ୍ର : ହିଙ୍ଗୋଲିରେ ୧୦ ମିନିଟରେ ଲଗାତାର ଦୁଇ ଥର ଭୂକମ୍ପ ଝଟକା..

ରିକ୍ଟର ସ୍କେଲରେ ତୀବ୍ରତା ୪.୫ ଓ ୩.୬ ରେକର୍ଡ..

କଟକ ବାଦାମବାଡି ବସଷ୍ଟାଣ୍ଡରେ ଓଏସଆରଟିସି ବସ୍ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ..

ମାସକର ବକେୟା ପାଉଣା ଦାବିରେ ଆନ୍ଦୋଳନରେ ବସିଛନ୍ତି କର୍ମଚାରୀ..

ଆଜିଠୁ ପୁରୀରେ ଚତୁର୍ଦ୍ଦଶ ନ୍ୟାସନାଲ ଥିଏଟର ମହୋତ୍ସବ..

ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡି ବିଇଓ: ପେନସନ୍ ସ୍କିମରୁ ୨୦ ଲକ୍ଷ ଟଙ୍କା ହଡପ ଅଭିଯୋଗ..

କୋରାପୁଟ ସାଇବର ଥାନା ହାତରେ ମୟୁରଭଞ୍ଜ ଠକ ..

ଟେଲିଗ୍ରାମ ଆପ୍ ଜରିଆରେ ଟଙ୍କା ଡବଲ କରିବାକୁ କହି ଲୁଟ୍..

ଅଭିଯୁକ୍ତକୁ ଗିରଫ କଲା ସାଇବର ପୁଲିସ..

ରିଜର୍ଭ ବ୍ୟାଙ୍କ ଜାରି କଲା ନିର୍ଦ୍ଦେଶନାମା : ୩୧ ମାର୍ଚ୍ଚ ରବିବାର ଖୋଲା ରହିବ ବ୍ୟାଙ୍କ..

ନୀଳଗିରି: କୁଲଡିହା ଅଭୟାରଣ୍ୟରେ ଚଢାଉ, ୬ ଶିକାରୀ ଗିରଫ ସହ ୬ ବନ୍ଧୁକ ଜବତ କଲା ବନ ବିଭାଗ..

ସୋର ବଳଙ୍ଗା ଓ ଅସିମିଳା ଗାଁରେ ତାଲାଭାଙ୍ଗି ଦୁଇଟି ଶିବ ମନ୍ଦିରରୁ ଲୁଟ୍ ..

ଦାନ ବାକ୍ସ ସହ ଠାକୁରଙ୍କ ସୁନା ଅଳଙ୍କା ଲୁଟି ନେଲେ ଦୁର୍ବୁତ୍ତ..

ଗଜପତି ଜିଲ୍ଲା ରାୟଗଡ ବ୍ଲକ କଇଁପୁରଠାରୁ ବଡ଼ ପାଚେଡିଆ ମଧ୍ୟରେ ରାସ୍ତାକଡ଼ରେ ଥିବା ପାହାଡରୁ ଖସିଲା ଅତଡା..

ଗମନାଗମନ ଠପ୍..

ବ୍ରହ୍ମପୁରରେ ବ୍ୟାଙ୍କ୍ ସାମ୍ନାରୁ ଲୁଟ୍: ଗାଡି ଡିକି ଭାଙ୍ଗି ୫ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ..

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ କ୍ଷମା ମାଗିଲା ପତଞ୍ଜଳି, କୋର୍ଟରେ ଦାଖଲ କଲେ ସତ୍ୟପାଠ..

ଓଡ଼ିଶାରେ ଜଣେ ଜିଲ୍ଲାପାଳ, ୨ ଏସପିଙ୍କୁ ବଦଳି ନିର୍ଦ୍ଦେଶ..

ଢେଙ୍କାନାଳ ଜିଲ୍ଲାପାଳ, ଦେବଗଡ ଓ କଟକ ଗ୍ରାମାଞ୍ଚଳ ଏସପିଙ୍କୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି ଇଲେକସନ କମିସନ..

ବଢିବ ତାତି ; ୩ ଦିନରେ ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା!.

ବରିଷ୍ଠ ନେତା ଦାମୋଦର ରାଉତ ଗୁରୁତର: ବ୍ରେନ୍ ଡେଡ୍ ହୋଇଥିବା ନେଇ ପୁଅ ସମ୍ବିତ୍ ରାଉତରାୟଙ୍କ ସୂଚନା..

ସଙ୍କଟାପନ୍ନ ଅବସ୍ଥାରେ ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା.

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories