mission shakti banner

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

nua o banner

ବରିଷ୍ଠ ରାଜନେତା,ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ..

ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ଭୁବନେଶ୍ୱର : ଜମ୍ମୁ କାଶ୍ମୀରର ପୁଞ୍ଛରେ ସେନା ଗାଡ଼ିରେ ନିଆଁ ଲାଗି ଓଡିଶାର ବୀର ଯବାନ ଦେବାଶିଷ ବିଶ୍ୱାଳଙ୍କ ଶହୀଦ ହୋଇଥିବା ଖବର ଶୁଣି ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ଆଜିଠାରୁ ତାତିରୁ ଆଶ୍ବସ୍ତି..  ଆଗାମୀ ୩ ରୁ ୪ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରଭାବ..

ପାଣିପାଗ ବିଭାଗର ପୂର୍ବାନୁମାନ : ରାଜ୍ୟରେ ବଢିବ କାଳବୈଶାଖୀ ପ୍ରଭାବ..

ଆସନ୍ତା୨୪ଘଣ୍ଟା ମଧ୍ୟରେ ଗ୍ରୀଷ୍ମଲହରୀ ପାଇଁ ଜାରି ହୋଇଥିବା ଚେତାବନୀ ହଟାଇ ଦିଆଯାଇଛି..

୩ ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ ତଳକୁ ଖସିବା ସମ୍ଭାବନା..

କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ ବୋରିଙ୍ଗରପଦର ଗାଁରୁ ୨ ଅଭିଯୁକ୍ତ ଗିରଫ..

ମାଓବାଦୀ ନାଁରେ ଧମକ ଦେଇ ୩ ଲକ୍ଷ ଟଙ୍କା ଆଦାୟ କରୁଥିଲେ ..

Comments are closed.