nua o banner

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

bjd  ek lkhya koti banner

ଆଜି ରାମନବମୀ: ଅଯୋଧ୍ୟାରେ ଶ୍ରୀ ରାମଲାଲାଙ୍କ ସୂର୍ଯ୍ୟତିଳକ ଲାଗି..

ରାମଙ୍କ ମସ୍ତକରେ ୪ ମିନିଟ ଯାଏଁ ପଡିଲା ସୂର୍ଯ୍ୟକିରଣ , ସାରା ଦେଶ ଦେଖିଲା ଅଭୁତ ଦୃଶ୍ୟ..

ଆଠଗଡରେ ହାତୀ ଆତଙ୍କ: ଗୁରୁଡିଝାଟିଆ ଥାନା କାଣ୍ଡମୁଗୁରୀ ଗାଁରେ ଯୁବକଙ୍କୁ ଦଳି ଦେଲା ଦନ୍ତା..

କୋଣାର୍କ ଅସ୍ତରଙ୍ଗ ଥାନା ଗୁଣ୍ଡଳବା ସମୁଦ୍ର କୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର..

ଆଇପିଏଲ ମହାସମର: ଆଜି ଅହମ୍ମଦାବାଦ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା..

ରାମ ନବମୀ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ..

ପ୍ରଭୁ ରାମଲାଲାଙ୍କର ସୂର୍ଯ୍ୟତିଳକ : ହେଉଛି ୯ଟି ଶୁଭ ଯୋଗ ସହ ଗ୍ରହଙ୍କ ଅଦ୍ଭୁତ ସଂଯୋଗ..

ସକାଳୁ ଜାଳିଲାଣି ରାଜ୍ୟ: ସାଢେ ୮ଟାରେ ୩୪ ଡିଗ୍ରୀ ଟପିଲାଣି ତାପମାତ୍ରା..

୩୪.୮ ଡିଗ୍ରୀ ସହ ଭବାନୀପାଟଣା ସର୍ବାଧିକ..

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୨୭ତମ ଶ୍ରାଦ୍ଧ ଦିବସ..

ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଲେ ବିଜେଡି ନେତୃବୃନ୍ଦ ଓ କର୍ମୀ..

ଶ୍ରୀ ରାମନବମୀ ଅବସରରେ ରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼..

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ; ୩ ଦିନ ସ୍କୁଲ ଛୁଟି

ଭୁବନେଶ୍ୱର : ପ୍ରବଳ ଖରାକୁ ଦୃଷ୍ଟିରେ ରଖି ୩ ଦିନ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର..

Comments are closed.