ଧାମନଗର : ଧାମନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ; ଅକ୍ଟୋବର ୧୪ ନାମାଙ୍କନ ଦାଖଲର ଶେଷ ଦିନ
ମୁମ୍ବଇ : ବଲିଉଡ ଜଗତର ବର୍ଷୀୟାନ ଅଭିନେତା ଅରୁଣ ବାଲିଙ୍କ ପରଲୋକ ; ମୃତ୍ୟୁ ବେଳକୁ ତାଙ୍କୁ ୭୯ ବୟସ ବର୍ଷ ହୋଇଥିଲା,ତାଙ୍କ ମୃତ୍ୟୁରେ ସିନେ ଜଗତରେ ଖେଳି ଯାଇଛି ଶୋକର ଛାୟା
ଦେଶରେ ଆଉ ୧ ହଜାର ୯୯୪ ଆକ୍ରାନ୍ତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୬,୦୬,୪୬୦.. ମୋଟ ୪,୪୦,୪୭,୩୪୪ ସୁସ୍ଥ .. ଆରୋଗ୍ୟ ହାର ୯୮.୭୫% .. ଆଉ ୩୦,୩୬୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ
ତେଲକୋଇ : ଛାମୁଣ୍ଡା ଗାଁରେ ଘର ଆଗରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ; ଋଣ ଭାର ସହି ନପାରି ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ
ବଣାଇ : ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ ବନ କର୍ମଚାରୀଙ୍କୁ ପିଟିଲେ ; ହାତୀ ଘଉଡାଇବାକୁ ଯାଇଥିବା ବେଳେ ବନକର୍ମଚାରୀଙ୍କୁ ଆକ୍ରମଣ ; ଗାଁ ଲୋକଙ୍କ ଆକ୍ରମଣରେ ୫ ବନ କର୍ମଚାରୀ ଆହତ
ଭୁବନେଶ୍ୱର : ରାଜ୍ୟରେ ଆଉ ୬୩ କରୋନା ସଂକ୍ରମିତ ଚିହ୍ନଟ ; ଜନ୍ମରୁ ୧୮ ବର୍ଷ ମଧ୍ୟରୁ ୧୧, ସଙ୍ଗରୋଧରୁ ୩୭,ସ୍ଥାନୀୟ ୨୬; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୪,୭୦୫କୁ ବୃଦ୍ଧି



