ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ, ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ୭୪ ବର୍ଷ ବୟସରେ ଦେହାନ୍ତ ସୂଚନା..
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ, ଭୁବନେଶ୍ଵର ଆରଡି ବିଭାଗ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଚଢାଉ..
ଭିଜିଲାନ୍ସକୁ ଦେଖି ଛାତରୁ ଫିଙ୍ଗିଦେଲେ ପୁଳାପୁଳା ଟଙ୍କା
ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡଙ୍ଗୀ ଘରେ ଚଢାଉ ବେଳେ ୨କୋଟିରୁ ଅଧିକ ନଗଦ ଟଙ୍କା ଜବତ..
ରାଉରକେଲା: ୪ଟନ୍ ବିସ୍ଫୋରକ ଲୁଟ୍ ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ
ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏସଆଇଟି ଗଠନ ପାଇଁ ଏସପିଙ୍କ ସୂଚନା
ଦଳରେ ରହିବେ ୪ଜଣ ସଦସ୍ୟ..
ଦୀର୍ଘ ବର୍ଷ ପରେ ଶକ୍ତିଶାଳୀ ଯୋଗ: ଏହି ରାଶିଙ୍କୁ ଖାଲି ମିଳିବ ଲାଭ, ହେବେ ମାଲାମାଲ୍, ରହିବନି ଚିନ୍ତା..
ସିକ୍କିମ ଦୁର୍ଘଟଣାରେ ଓଡ଼ିଶାର ବିଜେପି ନେତ୍ରୀ ନିଖୋଜ
ଯାଜପୁର ରୋଡ ଅଞ୍ଚଳର ବିଜେପି ନେତ୍ରୀ ଇତିଶ୍ରୀ ଜେନା ନିଖୋଜ
ପରିବାର ସହ ବୁଲିବାକୁ ଯାଇଥିବା ବେଳେ ଦୁର୍ଘଟଣାରେ ନିଖୋଜ ଥିବା ସୂଚନା..
କଟକରେ ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ
୪୫ ବର୍ଷୀୟ ଜଣେ ବ୍ୟକ୍ତି କୋଭିଡ ପଜିଟିଭ ହୋଇଥିବା ସୂଚନା..
ରାୟଗଡା: ନଗଦ ୧୦ଲକ୍ଷ ଟଙ୍କା ସହ ୨୦ଭରି ସୁନା ଅଳଙ୍କାର ଲୁଟି ନେଲେ ଦୁବୃର୍ତ୍ତ
ନିୟୁ କଲୋନୀରେ ରହୁଥିବା ବ୍ୟବସାୟୀ ସୁବ୍ରତ ପତିଙ୍କ ଘରୁ ଲୁଟ୍..
ସିକ୍କିମରେ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ..
ଭୁବନେଶ୍ୱରର ଇଡି ଡେପୁଟି ଡାଇରେକ୍ଟରଙ୍କୁ ଗିରଫ କଲା ସିବିଆଇ
ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ..
୨୦ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଥିଲା ସିବିଆଇ
ଖଣି ମାମଲାର ରଫାଦଫା ପାଇଁ ୫୦ଲକ୍ଷର ଡିଲ୍ ହୋଇଥିଲା..



