ନୂଆଦିଲ୍ଲୀ: ସିବିଆଇ ମୁଖ୍ୟ ଅଲୋକ ବର୍ମା ରାଫେଲ ଦୁର୍ନୀତି ସମ୍ପର୍କିତ ତଥ୍ୟ ଏକତ୍ରିତ କରୁଥିଲେ। ତେଣୁ ପ୍ରଧାନମନ୍ତ୍ରୀ ତାଙ୍କୁ ପଦରୁ ହଟାଇଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି।
ରାଜସ୍ଥାନ ବିଧାନସଭା ନିର୍ବାଚନ ପ୍ରଚାର ସରଗରମ ଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି ବୁଧବାର ବସୁନ୍ଧରା ରାଜେଙ୍କ ଗଡ଼ ଝାଲାବାଡ଼ରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେଇ ଉପରୋକ୍ତ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ରାହୁଲ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି।
ରାଫେଲ ପାଇଁ ସିବିଆଇ ନିର୍ଦେଶକ ବଦଳିଲେ: ରାହୁଲ ଗାନ୍ଧି
Popular Categories



