www.samajalive.in
Friday, December 5, 2025
23.1 C
Bhubaneswar

ବିଶ୍ୱ କର୍କଟ ଦିବସ

ନୂଆଦିଲ୍ଲୀ : ଆଜି ଫେବୃୟାରୀ ୪ ତାରିଖ ବିଶ୍ୱ କର୍କଟ ଦିବସ । କର୍କଟ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସକୁ ପାଳନ କରାଯାଇଆସୁଛି । ବିଶେଷକରି ରୋଗର ଚିକିତ୍ସା ପ୍ରଣାଳୀ ଏବଂ ପୂର୍ବରୁ ସତର୍କତା ଅବଲମ୍ବନ ବିଷୟରେ ଏହି ଦିବସ ବାର୍ତ୍ତା ଦେଇଥାଏ । ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ହେଲା ଆସନ୍ତା ୨୦୨୦ ମସିହା ସୁଦ୍ଧା କର୍କଟ ରୋଗର ନିରାକରଣ ଏବଂ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା । ତେବେ ଚଳିତ ବର୍ଷ ବିଶ୍ୱ କର୍କଟ ଦିବସର ବାର୍ତ୍ତା ହେଉଛି ‘ଆମେ ପାରିବୁ, ମୁଁ ପାରିବି’ । ସମସ୍ତଙ୍କର ସହାୟତା ଦ୍ୱାରା ଏହି ରୋଗର ମାତ୍ରାକୁ ବିଶ୍ୱରେ ହ୍ରାସ କରାଯାଇପାରିବ ବୋଲି ଏହି ଦିବସ ପାଳନର ଲକ୍ଷ୍ୟ ରହିଛି ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories