www.samajalive.in
Friday, December 5, 2025
27.1 C
Bhubaneswar

ଚନ୍ଦ୍ରଗ୍ରହଣ ଦୃଶ୍ୟମାନ

ଭୁବନେଶ୍ୱର :ଦୃଶ୍ୟମାନ ହୋଇଛି ପୂର୍ଣଗ୍ରାସ ଚନ୍ଦ୍ରଗ୍ରହଣ । ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ସରଳରେଖାରେ ଆସିବାରୁ ଚନ୍ଦ୍ରଗ୍ରହଣ । ଏହି ଦୃଶ୍ୟମାନ ଚନ୍ଦ୍ରଗ୍ରହଣ ରାତି ୧ ଟା ୨୭ ମିମିଟ ୧୭ ସେକେଣ୍ଡ ପର୍ଯ୍ୟନ୍ତ ରହିବ ଯାହା ସମୁଦାୟ ୩ ଘଣ୍ଟା ୩୦ ମିନିଟ ପର୍ଯ୍ୟନ୍ତ ଚନ୍ଦ୍ରଗ୍ରହଣ ଚାଲିବ ବୋଲି ଜଣା ପଡ଼ିଛି।
ରାତିରେ ମହାକାଶରେ ଦୃଶ୍ୟମାନ ହୋଇଛି ଏହି ମହାଜାଗତିକ ଦୃଶ୍ୟ । ରାତି ୯ ଟା ୫୭ ମିନିଟ ୨୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହୋଇଛି।
ପ୍ରକାଶଥାଉକି, ଏହା ଚଳିତବର୍ଷର ଦ୍ୱିତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ ୮୨ ମିନିଟର ବିରଳ ଲାଲ ଜହ୍ନ ଦେଖିବାର ସୁଯୋଗ ମିଳିବ । ରାତି ୧୧ରୁ ୧୨ଟା ୨୨ ପର୍ଯ୍ୟନ୍ତ ଆକାଶରେ ଚନ୍ଦ୍ର ଲାଲ ପଡିବା ଦେଖାଯିବା ନେଇ ସୂଚନା ମିଳିଛି ।
ଭାଦ୍ରବ ମାସ ଶୁକ୍ଳପକ୍ଷ ଇନ୍ଦୁ ପୂର୍ଣ୍ଣିମାରେ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇଛି। ଏହା ଭାରତ ,ଅଷ୍ଟ୍ରେଲିଆ ,ଆମେରିକା ,ଫିଜିରେ ବି ଦୃଶ୍ୟମାନ ହୋଇଛି। ଦୃଶ୍ୟମାନ ହୋଇଛି ପୂର୍ଣଗ୍ରାସ ଚନ୍ଦ୍ରଗ୍ରହଣ  । ଏହି ଦୃଶ୍ୟମାନ ଚନ୍ଦ୍ରଗ୍ରହଣ ରାତି ୧ ଟା ୨୭ ମିନିଟ  ୧୭ ସେକେଣ୍ଡ ପର୍ଯ୍ୟନ୍ତ ରହିବ ଯାହା ସମୁଦାୟ ୩ ଘଣ୍ଟା ୩୦ ମିନିଟ ପର୍ଯ୍ୟନ୍ତ ଚନ୍ଦ୍ରଗ୍ରହଣ ଚାଲିବ ବୋଲି ଜଣା ପଡ଼ିଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories