www.samajalive.in
Monday, December 8, 2025
27.1 C
Bhubaneswar

ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ

ଭ୍ରମଣପ୍ରେମୀମାନେ ସର୍ବଦା ଭିନ୍ନ ଭିନ୍ନ ସ୍ଥାନ ବୁଲିବାକୁ ପସନ୍ଦ କରିଥାଆନ୍ତି। ସେଭଳି କିଛି ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ମଧ୍ୟରୁ ଓଡ଼ିଶାର କେତେକ ସ୍ଥାନ ରହିଛି ଯାହା ବେଶ ସୁନ୍ଦର। ଭ୍ରମଣ ପାଇଁ ଓଡ଼ିଶାରେ ବହୁ ସ୍ଥାନ ରହିଛି। ଯାହାକୁ ଦେଖିବା ପରେ ଆପଣଙ୍କୁ ତାହା କାଶ୍ମରୀ ଭଳି ମନେ ହେବ। ଜାଣନ୍ତୁ ସେଭଳି କିଛି ସ୍ଥାନ ମାନଙ୍କ ବିଷୟରେ …
ମହେନ୍ଦ୍ରଗିରି –
ଓଡ଼ିଶାର ଗଜପତି ଜିଲାରେ ଥିବା ମହେନ୍ଦ୍ରଗିରି ରହିଛି, ଯାହା ଚାରିପାଖରେ ଘଞ୍ଚ ଜଙ୍ଗଲରେ ଏବଂ ପାହାଡ଼ ପର୍ବତରେ ଘେରି ହୋଇ ରହିଛି। ଏଠାରେ ଆପଣ ବିଭିନ୍ନ ପ୍ରକାର ପ୍ରଜାତିର ଜୀବଜନ୍ତୁ ଦେଖିବାକୁ ମିଳିବ। ଏହି ହିଲ ଷ୍ଟେସନର କିଛି ଦୂରରେ ଥିବା ନୀଳ ସମୁଦ୍ରକୁ ଦେଖିବାର ମଜା ମନରେ ଏକ ଭିନ୍ନ ଭାବନା ସୃଷ୍ଟି କରିଥାଏ।
ଢେଙ୍କାନାଳ –
ଢେଙ୍କାନାଳରେ ବହୁ ଦେବାଦେବୀଙ୍କ ମନ୍ଦିର ରହିଛି। ବିଭିନ୍ନ ମନ୍ଦିର ମଧ୍ୟରେ କପିଳାସ ମନ୍ଦିର ପ୍ରାଚୀନ କଳିଙ୍ଗ ବାସ୍ତୁକଳା ଅନୁଯାୟୀ ନିର୍ମିତ ହୋଇଛି। ଏଠାକାର ପ୍ରାକୃତିକ ସୁନ୍ଦରତା ଆପଣଙ୍କ ମନରେ ସ୍ମରଣୀୟ ହୋଇ ରହିବ। ଧାର୍ମିକ ବାତାବରଣ ସହ ପ୍ରକୃତିର ସୁନ୍ଦର ରୂପ ଏଠାକାର ବିଶେଷତ୍ୱ ଅଟେ।
ଦାରିଙ୍ଗବାଡ଼ି –
ଓଡ଼ିଶାରେ ଥିବା ଦାରିଙ୍ଗବାଡ଼ି ହିଲ ଷ୍ଟେସନ କାଶ୍ମରୀର ସୁନ୍ଦରତାକୁ ମନରେ ଆଣିଥାଏ। ଏହା ଖୁବ ସୁନ୍ଦର ସ୍ଥାନ ଅଟେ। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରକୃତି ପ୍ରେମୀଙ୍କ ମନରେ ସର୍ବଦା ସ୍ମରଣୀୟ ହୋଇରହିଥାଏ। ଦାରିଙ୍ଗବାଡ଼ି କଫି ବଗିଚା, ଦେବଦାରୁ ବୃକ୍ଷରେ ପରିପୂର୍ଣ୍ଣ ସ୍ଥାନ ଅଟେ। ଏଠାରେ ଶୀତଦିନରେ ତୁଷାରପାତ ମଧ୍ୟ ହୋଇଥାଏ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories