Patra electronics

ଭୁଶୁଡ଼ିଲା ଉପକାରାଗାର ପାଚେରୀ

0

ଯାଜପୁର: ଶୁକ୍ରବାର ବିଳମ୍ବିତ ରାତିରେ ଯାଜପୁର ସବ ଜେଲ ପାଚେରୀ ଭୁଶୁଡ଼ି ପଡିଛି। ଏହି ଉପକାରଗାରଟି ୧୯୧୨ ମସିହା ରେ ସ୍ଥାପିତ ହୋଇଥିଲା ।  ଶୁକ୍ରବାର ରାତି ସାରା ଲଗାଣ ବର୍ଷା ଲାଗି ରହିଥିବାରୁ ୧୦୦ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ପାଚେରୀ ଭୁଶୁଡି ଥିବା ଜଣାପଡିଛି। ବିଳମ୍ବିତ ରାତିରେ ପାଚେରି ଭୁଶୁଡି ଥିବାରୁ କୌଣସି ଅନ୍ତେବାସୀ ବାହାରକୁ ଯାଇନଥିବା ଜଣା ଯାଇଛି। ତେବେ କଏଦୀମାନଙ୍କ ସୁରକ୍ଷା ନେଇ ଜେଲ ଅଧିକାରୀ ଲକ୍ଷ୍ମୀ ମୁଖୀ ଯାଜପୁର ଜିଲାପାଳ, ଏସ ପି ଏବଂ ଜେଲ ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରାଇଛନ୍ତି।

Leave A Reply