ଉତ୍ତରପ୍ରଦେଶ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ଦିନ ଜ୍ଞାନବାପି ମସଜିଦର ତୋଷଖାନା ପହଂଚି ସେଠାରେ ଥିବା ପ୍ରତିମାରେ ପୂଜା କରି ଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଲୋକସଭା କ୍ଷେତ୍ର ବାରଣାସୀକୁ ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହାର ପ୍ରସ୍ତୁତି ସମୀକ୍ଷା କରିବାକୁ ଯୋଗୀ ବାରଣାସୀରେ ପହଂଚିଥିଲେ। ବାରଣାସୀ ଯିବା ସମୟରେ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ରାତି ୮ଟା ପାଖାପାଖି କାଶୀ ବିଶ୍ୱନାଥ ମନ୍ଦିର ପରିଦର୍ଶନ କରିଥିଲେ।
Popular Categories



