www.samajalive.in
Monday, December 8, 2025
27.1 C
Bhubaneswar

ନ୍ୟୁଜିଲାଣ୍ଡର ହ୍ବାଇଟ୍ ଆଇଲାଣ୍ଡରେ ଆଗ୍ନେୟଗିରି ଉଦ୍ଗୀରଣ, ଜଣେ ମୃତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ସମ୍ବଦେନଶୀଳ ଦ୍ବୀପ ହ୍ବାଇଟ୍ ଆଇଲାଣ୍ଡ୍‌ରେ ସେମାବାର ହଠାତ୍ ଆଗ୍ନେୟଗିରି ଉଦ୍‌ଗୀରଣ ହୋଇଛି। ଏହା ଦ୍ବାରା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପୁଲିସ ସ୍ପଷ୍ଟ କରିଛି। ଏଥିରେ ଅନେକ ଲୋକ ଆହତ ହୋଇଥିବା ବେଳେ ପ୍ରାୟ ଶହେରୁ ଅଧିକ ଘଟଣାସ୍ଥଳରେ ଫସି ରହିଥିବା ଆଶଙ୍କା କରାଯାଉଛି। ଯେଉଁ ସ୍ଥାନରେ ଆଗ୍ନେୟଗିରି ଉଦ୍‌ଗୀରଣ ହୋଇଛି ସେଠାରେ କିଛି ସମୟ ପୂର୍ବରୁ ପର୍ଯ୍ୟଟକମାନେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଥିଲା।

ସ୍ଥାନୀୟ ଜଣେ ପୁଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ଆଗ୍ନେୟଗିରି ଉଦ୍‌ଗୀରଣ ସ୍ଥଳରେ ଅନେକ ଲୋକ ଫସି ରହିଛନ୍ତି। ତେବେ କେତେ ଲୋକ ଫସି ରହିଛନ୍ତି ତାହାର ସଠିକ୍ ସଂଖ୍ୟା ଜଣାପଡିନାହିଁ।

- Advertisement -

ଆଗ୍ନେୟଗିରି ଉଦ୍‌ଗୀରଣରେ ଫସି ରହିଥିବା ଅଧିକାଂଶ ଲୋକ ହେଉଛନ୍ତି ବିଦେଶୀ। ବର୍ତ୍ତମାନ ସେଠାକୁ ପୁଲିସ ଓ ଉଦ୍ଧାରକାରୀ ଦଳ ଯିବା ବିପଦଜନକ ରହିଛି ବୋଲି ସେଠାକାର ପ୍ରଧାନମନ୍ତ୍ରୀ ଜେସିନ୍ଦା ଆର୍ଡର୍ନ କହିଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories