www.samajalive.in
Monday, December 8, 2025
27.1 C
Bhubaneswar

ବାଘ ହରିଣ ଛୁଆକୁ କାହିଁକି କଲା ନାହିଁ ଶିକାର? ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ : ବାଘ ଭଳି ଶିକାରୀ ଠାରୁ ବଞ୍ଚିବା କୌଣସି ଚମତ୍କାରରୁ କମ୍‌‌ ନୁହେଁ। ଯେ କେହି ସାମ୍ନାରେ ବାଘକୁ ଦେଖିଲେ ଭୟଭୀତ ହେବା ସାଧାରଣ କଥା। ସୋସିଆଲ ମିଡିଆରେ ଅନେକ ସମୟରେ ବାଘ ଶିକାର କରୁଥିବା ଅନେକ ଭିଡିଓ ଭାଇରାଲ ହୋଇଥାଏ। ଅନେକ ଲୋକେ ଜୀବଜନ୍ତୁ ସହ ଜଡିତ ଏଭଳି ଭିଡିଓ ଦେଖିବାକୁ ବେଶ ପସନ୍ଦ ମଧ୍ୟ କରିଥାଆନ୍ତି। ଏଭଳି ହିଁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ୍‌‌ ହେଉଛି। ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ।


ଜଣେ ଆଇଏଏସ ଅଧିକାରୀ ଏକ୍ସରେ ଜଙ୍ଗଲର ଏକ ଅଦ୍ଭୁତ ଦୃଶ୍ୟ ସେୟାର କରିଛନ୍ତି। ଭିଡିଓରେ ଆପଣ ଦେଖିପାରିବେ, ବାଘ ଗୋଟିଏ ହରିଣର ଛୁଆକୁ ନିଜ ପାଟିରେ ସାବଧାନତାର ସହ ନେଇ ବୁଲୁଛି। ସାଧାରଣତଃ ବାଘ ନିଜର ଶିକାର ପାଇବା ପରେ ଏହାକୁ ମାରିବା ପରେ ନେଇକି ପଳାଇଥାଏ। ମାତ୍ର ବାଘ ହରିଣ ଛୁଆକୁ ଜୀଅନ୍ତା ଅବସ୍ଥାରେ ପାଟିରେ ବଡ ସାବଧାନତାର ସହ ନେଇକରି ଯାଉଛି।
ଜଣାପଡିଛି ବାଘ ନିଜ ଛୁଆଙ୍କୁ ଶିକାର କରିବା ଶିଖାଇବା ପାଇଁ ହରିଣ ଛୁଆକୁ ଜୀଅନ୍ତା ସାଙ୍ଗରେ ନେଇ ଯାଉଛି। ଲୋକେ ଭିଡିଓକୁ ଦେଖିବା ପରେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories