www.samajalive.in
Saturday, December 6, 2025
26.1 C
Bhubaneswar

୩ଜିଲାରେ ୩ଦିନ କରୋନା ଟିକାକରଣ ଓ କୋଭିଡ ଟେଷ୍ଟିଂ ବନ୍ଦ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟା ୟସ ପାଇଁ ୨୫ରୁ୨୭ ପର୍ଯ୍ୟନ୍ତ ଟିକାକରଣ ଓ ଟେଷ୍ଟିଂ ବନ୍ଦ କରାଯାଇଛି। ସେହିପରି ଘରକୁ ଘର ବୁଲି ହେବାକୁ ଥିବା ସର୍ଭେ କାର୍ଯ୍ୟ ମଧ୍ୟ ବନ୍ଦ ରଖାଯାଇଛି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟା ସମୟରେ ଅଧିକ ପ୍ରଭାବିତ ହେବାକୁ ଥିବା ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲାରେ କରେନାା ଟିକାକରଣ ଓ କୋଭିଡ ଟେଷ୍ଟିଂ ବନ୍ଦ ରଖାଯାଇଛି। ତେବେ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କେନ୍ଦୁଝର ଜିଲା ପାଇଁ ଜିଲାପାଳମାନେ ନିଷ୍ପତ୍ତି ନେଇପାରିବେ ବୋଲି କୁହାଯାଇଛି।

ସେହିପରି ବାତ୍ୟାରେ ସର୍ବାଧିକ ପ୍ରଭାବିତ ହେବାକୁ ଥିବା ବାଲେଶ୍ବର ଓ ଭଦ୍ରକ ଜିଲାକୁ ୨୮ଜଣ ଡାକ୍ତର ପଠାଯାଇଛି। ସେଥିମଧ୍ୟରୁ ୮ଜଣ ପୋଷ୍ଟ ପିଜି ଡାକ୍ତର ଓ ୨୦ଜଣ ଇଣ୍ଟର୍ନ ଡାକ୍ତର ରହିଛନ୍ତି। ବାତ୍ୟାବେଳେ କୋଭିଡ ପରିଚାଳନା ପାଇଁ ଏହି ଡାକ୍ତରମାନେ କାର୍ଯ୍ୟ କରିବେ ବୋଲି କୁହାଯାଇଛି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories