www.samajalive.in
Monday, December 8, 2025
14.1 C
Bhubaneswar

ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍, ଅଲକାଏଦା ଆତଙ୍କୀ ସଫା

ନୂଆଦିଲ୍ଲୀ: ଆମେରିକା ସେନା ଶନିବାର ସିରିଆରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ କରିଛି। ଏହି ଆକ୍ରମଣରେ ଆତଙ୍କବାଦୀ ସଂଗଠନ ଅଲକାଏଦା ସହ ଜଡ଼ିତ ଜଣେ ବରିଷ୍ଠ ଆତଙ୍କୀ ନିହତ ହୋଇଥିବା ଜଣାପଡ଼ିଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।


ଆମେରିକାର ସେଣ୍ଟ୍ରାଲ କମାଣ୍ଡ ‘ଏକ୍ସ’ରେ ଲେଖିଛି ଯେ, ‘‘ୟୁଏସ ସେଣ୍ଟ୍ରାଲ କମାଣ୍ଡ(CENTCOM) ସେନା ଉତ୍ତର-ପଶ୍ଚିମ ସିରିଆରେ ଏକ ଏୟାରଷ୍ଟ୍ରାଇକ କରିଛନ୍ତି। ଏହି ଆକ୍ରମଣରେ ଅଲକାଏଦା ସହ ଜଡ଼ିତ ଆତଙ୍କୀ ସଂଗଠନ ହୁରାସ ଅଲ-ଦିନ(HaD)ର ଜଣେ ବରିଷ୍ଠ ଆତଙ୍କବାଦୀ ନେତା ମହମ୍ମଦ ୟୁସୁଫ ଜିଆ ତଲୟ ନିହତ ହୋଇଛି।’’ ଏହା ବ୍ୟତୀତ ୟୁଏସ ସେଣ୍ଟ୍ରାଲ କମାଣ୍ଡ ଏହି ଏୟାରଷ୍ଟ୍ରାଇକ ସମୟ​‌ର ଏକ ଭିଡିଓ ଫୁଟେଜ୍‌ ମଧ୍ୟ ଶେୟାର କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories