www.samajalive.in
Tuesday, December 9, 2025
17.1 C
Bhubaneswar

ପୁଲିସ ପିସ୍ତଲରୁ ଗୁଳି ଫୁଟି ୨ ମୃତ !

ସୁବର୍ଣ୍ଣପୁର : ପୁଲିସ ପିସ୍ତଲରୁ ଗୁଳି ଫୁଟି ୨ ଜଣଙ୍କ ମୃତ୍ୟୁ ହୋଇଛି । ଏମିତି ଅଘଟଣ ଘଟିଛି ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲିମାଳ ଗାଁରେ । ପୁଲିସ ପିସ୍ତଲରୁ ଗୁଳି ଫୁଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ଅଞ୍ଚଳର ଏକ ଖୋଲା ପଡିଆରୁ ୨ ଜଣଙ୍କ ମୃତଦେହ ମିଳିଛି । ମୃତଦେହକୁ ବିନିକା ମେଡିକାଲରେ ଅଣାଯାଇଛି । ମୃତକଙ୍କ ମଧ୍ୟରୁ ଜଣେ ପୁଲିସ କନଷ୍ଟେବଳ ବୋଲି ଜଣାପଡିଛି । ଉଭୟଙ୍କ ମୃତଦେହ ନିକଟରେ ଏକ ପୁଲିସ ସର୍ଭିସ୍ ପିସ୍ତଲ ମିଳିଛି ।  ତେବେ ଏହି ଗୁଳିକାଣ୍ଡର କାରଣ ଜଣାପଡିନି ।

ସେନା ଯବାନଙ୍କ ପାଇଁ ସ୍ଵତନ୍ତ୍ର ଜୋତା ପ୍ରସ୍ତୁତ କଲା ଆଇଆଇଟି ଇନ୍ଦୋର; ପ୍ରତି ପାଦରେ ହେବ ବିଦ୍ୟୁତ ଉତ୍ପନ୍ନ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories